State

୭୫ ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଓ ପୌରପାଳିକା ପକ୍ଷରୁ ବରପୁତ୍ର ମାନେ ଆଲୋକ ମାଳରେ ଝଲସୁଛନ୍ତି

୭୫ ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଓ ପୌରପାଳିକା ପକ୍ଷରୁ ବରପୁତ୍ର ମାନେ ଆଲୋକ ମାଳରେ ଝଲସୁଛନ୍ତି । ଯଥା ଢ଼େଙ୍କାନାଳ ବସ ଷ୍ଟାଣ୍ଡ ରେ ଥିବା ମହାତ୍ମା ଗାନ୍ଧି ଙ୍କ ପ୍ରତିମୂର୍ତି , ଢ଼େଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଡକ୍ଟର ଆମ୍ବେଦ କର ଙ୍କ ପ୍ରତିମୂର୍ତି ,ଢ଼େଙ୍କାନାଳ ବଜିଚୌକ ଠାରେ ଥିବା ସହିଦ ବାଜିରାଉତ୍ ଙ୍କ ପ୍ରତିମୂର୍ତ୍ତି ଓ ଅନ୍ୟ ସମସ୍ତ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ଆଲୋକ ମାଳରେ ଝଲସୁଛନ୍ତି । ପୌର ନିର୍ବାହୀ ଅଧିକାରୀ ଦେବିପ୍ରସାଦ ରାଉତ ଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟ କରାଯାଇଛି

Related Articles

Back to top button