Country

ଆଉ ଦିନକ ପରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଇଁ ଢେଙ୍କାନାଳ ସହର ବିଭିନ୍ନ ବଜାର ଓ ଛକ ମାନଙ୍କରେ ରଙ୍ଗ ବେରଙ୍ଗ ର ତ୍ରିରଙ୍ଗା ପସରା ଖୋଲିଛି।

 

 

ଆଉ ଦିନକ ପରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଇଁ ଢେଙ୍କାନାଳ ସହର ବିଭିନ୍ନ ବଜାର ଓ ଛକ ମାନଙ୍କରେ ରଙ୍ଗ ବେରଙ୍ଗ ର ତ୍ରିରଙ୍ଗା ପସରା ଖୋଲିଛି।୧୦ ଟଙ୍କାରୁ ଆରମ୍ଭ କରି ୯୦୦ ଟଙ୍କା ପର୍ଯ୍ୟନ୍ତ ତ୍ରିରଙ୍ଗା ବିକ୍ରି କରାଯାଉଛି। ଛୋଟ ପିଲାଙ୍କ ବିଭିର୍ନ କିସମ ତ୍ରିରଙ୍ଗା ପତାକା ବିକ୍ରି କରାଯାଉଛି। ଦୋକାନୀ ମାନେ ଭଲ ବେପାର ହେବା ର ଆଶା ରଖିଛନ୍ତି

Related Articles

Back to top button