Country

କୁନି ଝିଅ ସାବିତ୍ରୀ ର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ 

 

 ଯନ୍ତ୍ରଣା ଭୋଗୁଛି କୁନି ଝିଅ ସାବିତ୍ରୀ। ପରିବାର ଲୋକ ଉପାୟଶୂନ୍ୟ। ଚିକିତ୍ସା ପାଇଁ ପାଖରେ ଟଙ୍କା ନାହିଁ।ଏଭଳି ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ଗାଁ ର ମାହାରପଡା ରେ। ଯନ୍ତ୍ରଣା ରେ ଭୋଗୁଛି କୁନି ଝିଅ ସାବିତ୍ରୀ।ଝିଅର ଏଭଳି ଅବସ୍ଥାରେ ଭାଙ୍ଗି ପଡିଲେଣି ପରିବାର ଲୋକେ। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ଗାଁ ର ମାହାରପଡା ର ଶିବରଣା ଙ୍କ ଚତୁର୍ଥ ଝିଅ ସାବିତ୍ରୀ।ବୟସ ମାତ୍ର ୧୧ବର୍ଷ ।ତାକୁ ୧୧ବର୍ଷ ରେ ଏମୋନିଆ ଭଳି ରୋଗ ଗ୍ରାସିଛି।ଯାହା ଫଳରେ ଝିଅର ରୋଗରେ ସନ୍ତୁଡି ହେଉଛି ପରିବାର ଲୋକେ। ସାବିତ୍ରୀ କୁ ପ୍ରଥମେ ପରିବାର ଲୋକ ସୋନପୁର ଡାକ୍ତରଖାନା ପରେ ବୁର୍ଲା ନେଇଥିଲେ କିନ୍ତୁ ଅବସ୍କା ଗୁରୁତର ହେବାରୁ ତାକୁ କଟକ ଓ ଭୁବନେଶ୍ୱର ଏମ୍ସ କୁ ନିଆଯାଇଥିଲେ ସୁଦ୍ଧା କିଛି ସୁଫଳ ମିଳିନାହିଁ।ଯାହା ଫଳରେ ହତାଶ ହୋଇ ଘରେ ଅଛନ୍ତି।ଯାହା ଫଳରେ ପରିବାର ଲୋକେ ଚିନ୍ତାରେ।ପାଖରେ ଥିବା ଗହଣା ଘାଣ୍ଟି ବିକ୍ରି କରି ଲୋକଙ୍କ ଠାରୁ ଧାରକରଜ କରି ଡାକ୍ତରଖାନା କୁ ନେଇଥିଲେ।ଏହି ପରିବାର ଅତି ଗରିବ ଶ୍ରେଣୀୟ। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଏହି ପରିବାର ବହୁକଷ୍ଟ ରେ ଜୀବନ ଯାପନ କରୁଛନ୍ତି। ସାବିତ୍ରୀ ର ଚିକିତ୍ସା ପାଇଁ ତାଙ୍କ ମାଆ ସହୟତା କରିବାକୁ ସରକାର ଙ୍କ ସହିତ ସହୃଦୟ ବ୍ୟକ୍ତି ଙ୍କୁ ଆକୁଳ ନିବେଦନ କରିଛନ୍ତି।

ଝିଅର ନାମ -ସାବିତ୍ରୀ ରଣା

ବାପାଙ୍କ ନାମ -ଶିବ ରଣା

ଗ୍ରାମ-କୋଟସମଲାଇ 

ସବଡିଭିଜନ -ବୀରମହାରାଜପୁର

ଥାନା -ବୀରମହାରାଜପୁର 

ବ୍ଳକ -ଉଲୁଣ୍ଡା

ଜିଲ୍ଲା -ସୁବର୍ଣ୍ଣପୁର

ପିନ୍ -767018

ଏକାଉଣ୍ଟ୍ ନମ୍ବର -110164071006

       Canara Bank Sonepur

Mob-7894903919(phone pay)

ଉଲୁଣ୍ଡା ରୁ ରାଜେଶ କୁମାର ବାଘ ଙ୍କ ରିପୋର୍ଟ ସମର୍ଥ ନ୍ୟୁଜ

Related Articles

Back to top button