Education
ଡି ସି ସି ପ୍ଲେ ସ୍କୁଲ ରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବିର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ


ଢ଼େଙ୍କାନାଳ ଡି ସି ସି ପ୍ଲେ ସ୍କୁଲ ରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବିର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ ହୋଇଥିଲା । ଏଥିରେ ବିଦ୍ୟାଳୟର ସିଖିକା ବିଚିତ୍ର ସାହୁ ,ସାଗରିକ ସାହୁ ,ବବିତା ପାଣି,ଓ ବିଶ୍ୱରୁପା ଶତପଥୀ ଅଂଶ ଗ୍ରହଣ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରୁଦ୍ର ମାଧବ ହୋତା ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବିର ସୁରେନ୍ଦ୍ର ସାଏ ଙ୍କ ଜୀବନ ଉପରେ ଆଲୋକପାତ କରି ଉଦବୋଧନ ଦେଇଥିଲେ। ଏଥିରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଆଜିର ଦିନଟିକୁ ଆନନ୍ଦ ର ଶହ ପାଳନ କରିଥିଲେ।




