ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୭ ତମ ଜନ୍ମ ଜୟନ୍ତୀ ,ସହିତ ମହାନ୍ ବିପ୍ଳବୀ ବୀର ସୁରେନ୍ଦ୍ର ସାଏ ଙ୍କ ଜୟନ୍ତୀ ପାଲିତ ‘ l


ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )
ଆଜି ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୭ ତମ ଜନ୍ମ ଜୟନ୍ତୀ
ସହିତ , ବୀର ସୁରେନ୍ଦ୍ର ସାଏ ଙ୍କ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇ ଅଛି।
ଆଜି ସକାଳ ଠିକ୍ ୧୦.୪୭ ମିନିଟ ସମୟରେ ଜିଲ୍ଲା ବିଜେପି ସଭାପତି ଙ୍କ ସଭାପତି ତ୍ଵରେ ଏକ ବିଶେଷ ବୈଠକ ଜିଲ୍ଲା ବିଜେପି କାର୍ଯ୍ୟାଳୟ ରାମେଶ୍ବର ବିହାର ଠାରେ ଅନୁଷ୍ଟିତ ହୋଇଥିଲା
କାର୍ଯ୍ୟାଳୟରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଓ ମହାନ ବିପ୍ଳବୀ ବୀର ସୁରେନ୍ଦ୍ର ସାଏ ଙ୍କ ଫୋଟୋ ଚିତ୍ର ରେ ପୁଷ୍ପ ମ।ଲ୍ୟ।ପର୍ଣ୍ଣ କରି ଦିପ ଜାଲି ଜନ୍ମ ଜୟନ୍ତୀ ପାଳିତ କରାଯାଇଥିଲା।
ତାପରେ ମର୍ଜ।କୁଦ ଛକ ରାସ୍ତାରେ ଥିବା ନେତାଜୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ପ୍ରଦାନ କରାଯାଇଥିଲା ।
ଉଭୟ ନେତା ଙ୍କ ଦେଶ ପାଇଁ କରିଥିବା ମହତ୍ କାର୍ଯ୍ୟ କୁ
ଅଜିପର୍ଯ୍ୟନ୍ତ୍ ଦେଶବାସୀ , ମନେ ପକାଇ ଦେଶ ପାଇଁ ତାଙ୍କର ଉର୍ଜା ଦେଶ ର ପ୍ରଗତି ରେ ପଥ୍ ପ୍ରଦର୍ଶନ କରୁଅଛି ବୋଲି ବକ୍ତବ୍ୟ ପ୍ରଦାନ୍ କରିଥିଲେ।
ଆଜିର ଏହି କାର୍ଯ୍ୟକ୍ରମ ରେ
ସର୍ବଶ୍ରୀ ବିପ୍ର ଚରଣ ମହାନ୍ତି , ପ୍ରେମାନନ୍ଦ ମିଶ୍ର , ତାପସ କୁମାର ପଟ୍ଟନାୟକ , ସୂର୍ଯ୍ୟ ନାରାୟଣ ମହାପାତ୍ର , ଶ୍ୟାମ ସୁନ୍ଦର ପୁରୋହିତ ଯୁଗଳ କୁମାର ସାମଲ ,ଶମ୍ଭୁ ପ୍ରଧାନ, ସରୋଜ କୁମାର ପ୍ରଧାନ , ନିରଞ୍ଜନ ଦାନୀ , ରାଜ କୁମାର ମେହେର , ହରି ବହିଦାର ପ୍ରଭୁତି ବହୁ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ l




