Religion

ପ୍ରଭୁ ଶ୍ରୀରାମ ଙ୍କ ପ୍ରାଣ ପ୍ରତିଷ୍ଠା ଅବସର ରେ ଉତ୍ସବ ମୁଖର ଛତିଆ ଅଞ୍ଚଳ

ପ୍ରଭୁ ଶ୍ରୀରାମ ଙ୍କ ପ୍ରାଣ ପ୍ରତିଷ୍ଠା ଅବସର ରେ ଆଜି ଛତିଆ ଅଂଚଳ ଉତ୍ସବ ମୁଖର ହୋଇଉଠି ଥିବା ଦେଖିବାକୁ ମିକିଛି, ଛତିଆ ବଟ ଶାଖା ତରଫରୁ RSSS ର ମୁଖ୍ୟ ସର୍ବେଶ ଷେଣ୍ଢ ଙ୍କ ପ୍ରତେକ୍ଷ୍ୟ ତତ୍ୱା ବଧାନ ରେ ଅମିତାଭ ବେହେରା ପ୍ରତାପ ରାଉଳ ରଞ୍ଜନ ସାହୁ ଚିନ୍ମୟୀ ସାହୁ ସରୋଜ ସାହୁ ନାରଣ ସାହୁ ଚନ୍ଦ୍ର ଶେଖର ପୃଷ୍ଟି ଜୟଦେବ ପ୍ରହରାଜ ପ୍ରକାଶ ରାଉତ ରାୟ ଚମ୍ପାପୁର ସମିତି ସଭ୍ୟ ସତ୍ୟବ୍ରତ ବିଶ୍ୱାଳ ତଥା ବହୁ ରାମ ଭକ୍ତ ସମସ୍ତ ମନ୍ଦିର ରେ ହନୁମାନ ଚାଳିଶା ପାଠ କରିଥିଲେ,ସନ୍ଧ୍ୟା ରେ ଏକ ବିରାଟ ପଦ ଯାତ୍ରା କରି ବଜାର ପରିକ୍ରମା କରିଥିଲେ, ଦିନ ତମାମ ମିଷ୍ଟାର୍ଣ ବଣ୍ଟନ କରାଯାଇଥିଲା, ମଧ୍ୟାହ୍ନ ରେ ଅମରେଶ୍ୱର ମନ୍ଦିର ରେ ସହ ସହ ଭକ୍ତ ମାନଙ୍କୁ ପ୍ରସାଦ ବିତରଣ କରାଯାଇଥିଲା, ଶୋଭା ଯାତ୍ରା ସମୟ ରେ ନାଚ ଗୀତ ରେ ବଜାର ହୁଲସ୍ତୁଲ ହୋଇଉଠିଥିଲା, ବଡ଼ଚଣା ରୂ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ

Related Articles

Back to top button