State

ମୋହନା ସ୍ଥିତ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ NRDO ପ୍ରାୟେସ ରେ ଅସହାୟ ମାନଙ୍କୁ ଶୀତ ବସ୍ତ୍ର  ବଣ୍ଟନ

ମୋହନା ସ୍ଥିତ ଅଗ୍ରଣୀ ସେଛ୍ହାସେବି ଅନୁଷ୍ଠାନ NRDO ପ୍ରାୟେସ ରେ ଅଦ୍ୟ ୨୨, ୧, ୦୨୪ ଶ୍ରୀ ରାମ ପ୍ରାଣ ପ୍ରତିଷ୍ଠା ଉଚ୍ଚବରେ ନିରାସ୍ରୟା ଓ ପ୍ରଥ୍ ପ୍ରାନ୍ତ ରେ ଆଶ୍ରୟକରି ରହିଥିବା ମସ୍ତିସ୍କ ବିକୃତିର ,ଅସାହାୟ ଓ ବୃଦ୍ଧା, ବିଧବା,ସ୍ୱାମୀ ପରିତିକା ଅସହାୟ ମାନଙ୍କୁ ଶୀତ ବସ୍ତ୍ର  ବଣ୍ଟନ କରାଯାଇଛି ଏହି ଅବସରରେ ମୋହନା ପୁର୍ବତନ ପାଞ୍ଚାୟତ ସମିତି ଅଧକ୍ଷ୍ଯ ଶ୍ରୀ ପ୍ରଶାନ୍ତ କୁମାର ମଲିକ ,ଅବସର ପ୍ରପ୍ତ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ବୀର ,ପୂର୍ବ ତନଜିଲା ପରିଷଦ ସଭ୍ୟା ଶ୍ରୀ ମତୀ ରତନ ଓ ରବି ରତନ,ଯୋଗ ଦେଇ ଏହୀ କାର୍ଯ୍ୟା କ୍ରମକୁ ସହଯୋଗ କରିଥିଲେ ଓ କର କମଳ ରେ ସିତ ବସ୍ତ୍ର ବାଣ୍ଟି ଥିଲେ ଏହି କାଯ୍ୟର୍ ଆଭା ହକ ସମାଜ ସେବି ଶ୍ରୀ ଭିକରି ନାୟକ, ଆୟଜନ କରି ଥିଲେ, ଏହି ଅବସରରେ ମୋହନା ବୁଦ୍ଧି ଜିବି ଗଣ ପ୍ରସସାକରିଥିବା ବେଳେ ପ୍ରମୟ ସମ୍ବାଦ ପତ୍ର ର୍ ପ୍ରତି ନିଧି ବରିଷ୍ଠ ସାମ୍ବାଦିକ ଶ୍ରୀ ବାବୁଲା ସେଠି ଆଜିର ଦିବସରେ,ଏହୀ ପରି କାର୍ଯ୍ୟକ୍ରମ ରେ ସହଯୋଗ କରିବା ସହ ଆୟଜକ କୁ ଓ ସହଯୋଗ ମାନଙ୍କୁ ଧନ୍ୟଵାଦ ଦେଇଥିଲେ। ମୋହନା ରୁ ଶୁବିତ କୁମାର ନାୟକ ଙ୍କ ରିପୋର୍ଟ ସମର୍ଥ ନିଉଜ 

Related Articles

Back to top button