Religion
ଏକ୍ସିଶ୍ ବ୍ୟାଙ୍କ ଠାରେ ଦଳେଇ ପରିବାର ପକ୍ଷରୁ ଅଯୋଧ୍ୟାରେ ଶ୍ରୀ ରାମ ଚନ୍ଦ୍ରଙ୍କ ବିଗ୍ରହ ପ୍ରତିଷ୍ଠା ଉପଲକ୍ଷେ ଦୀପ ପ୍ରଜ୍ବଳନ


ଆଜି ମହାବୀର ବଜାର ସ୍ଥିତ ଏକ୍ସିଶ୍ ବ୍ୟାଙ୍କ ଠାରେ ଦଳେଇ ପରିବାର ପକ୍ଷରୁ ଅଯୋଧ୍ୟାରେ ଶ୍ରୀ ରାମ ଚନ୍ଦ୍ରଙ୍କ ବିଗ୍ରହ ପ୍ରତିଷ୍ଠା ଉପଲକ୍ଷେ ଦୀପ ପ୍ରଜ୍ବଳନ କରାଯାଇ । ରାମ ଧ୍ୱନି ଦିଆଯାଇଥିଲା । ଉକ୍ତ କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ ଏକ୍ସିଶ୍ ବ୍ୟାଙ୍କ ମ୍ୟାନେଜର ଅଶ୍ୱନି ପାତ୍ରୋ ଅପରେସନ ହେଡ ସ୍ଵତି ମିଶ୍ର ,ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାର ଚିଫ୍ ଆସୋସିଏଟ୍ ଦୀପ୍ତି କୃଷ୍ଣ ମଲିକ,ଦୀପକ କୁମାର ଦଳେଇ ,ଦିପ୍ତିସ କୁମାର ଦଳେଇ,ନିରଞ୍ଜନ ସାହୁ ,ଶୁଭ୍ରାଂଶୁ ଦଳେଇ,ବିଜୟ କୁମାର ରାଉତ, ରତ୍ନା କର ବେହେରା , ଜଳଧର ସେଠୀ ଏବଂ ଅନ୍ୟ ସମସ୍ତ ଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା ଢେଙ୍କାନାଳ ରୁ ବ୍ୟୁରୋ ରିପୋର୍ଟ ସମର୍ଥ ନିଉଜ



