Religion
ମହାବୀର ବଜାର ପୂଜା କମିଟି ପକ୍ଷରୁ ଭକ୍ତ ମାନଙ୍କୁ ଲଡୁ ବଣ୍ଟନ।


ମହାବୀର ବଜାର ପୂଜା କମିଟି ପକ୍ଷରୁ ଅଯୋଧ୍ୟାରେ ରାମ ମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ଆଜି ଢେଙ୍କାନାଳ ମହାବୀର ବଜାର ପୂଜା କମିଟି ପକ୍ଷରୁ ଅଢେଇ କୁଇଣ୍ଟାଲ ଲଡୁ ହନୁମାନ ଙ୍କ ପାଖରେ ଭୋଗ କରାଯାଇ ଭକ୍ତ ମାନଙ୍କୁ ବଣ୍ଟା ଯାଇଛି । ପୂଜା କମିଟି ସଭାପତି ରଞ୍ଜନ କୁମାର ସାହୁ,ସମ୍ପାଦକ ସୁରେନ୍ଦ୍ର କୁମାର ଦଳେଇ , ଲକ୍ଷ୍ମୀଧର ଦଳେଇ ୧୧ନମ୍ବର ୱାର୍ଡ କାଉନସିଲର ଲକ୍ଷ୍ମୀ ପ୍ରିୟା ଦଳେଇ ଟିକୁ ପଟ୍ଟନାୟକ ଓ ଅନ୍ୟ ସମସ୍ତ ସଦସ୍ୟ ଙ୍କ ଉପସ୍ଥିତିରେ ଭକ୍ତ ମାନଙ୍କୁ ଏହି ଲଡୁ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ଚାଲୁରହିଛି। ବ୍ୟୁରୋ ରିପୋର୍ଟ ସମର୍ଥ ନିଉଜ



