Education

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉପଲକ୍ଷେ ବିଦ୍ୟାଳୟ ସ୍ତରୀୟ ଭାଷା ସାହିତ୍ୟ ଓ ସୃଜନଶୀଳତାର ଉତ୍ସବ ଆଜିସୋଲର ଉର୍ଣ୍ଣିତ ପ୍ରକଳ୍ପ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉପଲକ୍ଷେ ବିଦ୍ୟାଳୟ ସ୍ତରୀୟ ଭାଷା ସାହିତ୍ୟ ଓ ସୃଜନଶୀଳତାର ଉତ୍ସବ ଆଜିସୋଲର ଉର୍ଣ୍ଣିତ ପ୍ରକଳ୍ପ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଅଛି, ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଆନନ୍ଦ ଚନ୍ଦ୍ର ପରିଚାଳନା ସମିତି ସଭାପତି ପ୍ରମୋଦ ବେହେରା ମୁଖ୍ୟ ଅତିଥି ଭାବରେ ଶିକ୍ଷାବିତ ମାଧବାନନ୍ଦ ମହାପାତ୍ର ସମିତି ସଭ୍ୟ ସଞ୍ଜୟ ବେହେରା crcc ରଶ୍ମିରଂଜନ ଷେଣ୍ଢ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ, ଶିକ୍ଷକ ଉତ୍ତମ କୁମାର ଷଡ଼ଙ୍ଗୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମୋନାଲିସା ସାହୁ ଧନ୍ୟବାଦ ଅର୍ପଣ ମୋ ସ୍କୁଲ ର ସଭ୍ୟ ସଭ୍ୟା ଓ ପରିଚାଳନା ସମିତି ର ସଭ୍ୟ ସଭ୍ୟା ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ବହୁ ପୁରାତନ ଛାତ୍ର ଓ ଅଭିଭାବକ ମାନେ ପିଲା ମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ବହି ମେଳା କୌଶଳୀ ଜିଁଜ୍ଞାସା ଓ କ୍ରୀଡ଼ାଙ୍ଗନ କ୍ଲବ ର କାର୍ଯ୍ୟକ୍ରମ ଗୁଡିକୁ ଦେଖି ପ୍ରଂଶସା କରିଥିଲେ, ମଧ୍ୟାହ୍ନ ବିରତି ପରେ ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ନାଚ ଗୀତ ପରିବେଷଣ କରାଯାଇଥିଲା, କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ବିତରଣ କରାଯାଇଥିଲା, ବଡ଼ଚଣା ରୂ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ

Related Articles

Back to top button