Religion
ଗୁପ୍ତ ଖଣ୍ଡ ଗିରି ଢିବିରୀ ପାହାଡ଼ ଶିଖର ଦେଶ ରେ ପବିତ୍ର ମକର ସଂକ୍ରାନ୍ତି ଠାରୁ 5ଦିନ ବ୍ୟାପି ମହାପୁରୁଷ ମହା ଯଂଜ୍ଞ ଅନୁଷ୍ଠିତ


ଅମରବତୀ ପୂର୍ବ କୋଣ ମାଳିକା ବର୍ଣିତ ଗୁପ୍ତ ଖଣ୍ଡ ଗିରି ଢିବିରୀ ପାହାଡ଼ ଶିଖର ଦେଶ ରେ ପବିତ୍ର ମକର ସଂକ୍ରାନ୍ତି ଠାରୁ 5ଦିନ ବ୍ୟାପି ମହାପୁରୁଷ ମହା ଯଂଜ୍ଞ ଅନୁଷ୍ଠିତ ହେଉଅଛି, ବାବା ବୀର କିଶୋର ଙ୍କ ତତ୍ୱା ବଧାନ ରେ ଆୟୋଜିତ ଏହି ମହା ଯଂଜ୍ଞ ରେ ଦେବ ବ୍ରତ ପତି ଓ ତାଙ୍କ ଧର୍ମ ପତ୍ନୀ କର୍ତ୍ତା କର୍ତ୍ତୀ ଭାବରେ ଆହୁତି ପ୍ରଦାନ କରୁଛନ୍ତି, ପଣ୍ଡିତ କାଳିଆ ନନା ଓ ସାଥି ମାନେ ବେଦ ମନ୍ତ୍ର ପାଠ କରୁଥିବା ବେଳେ ବିଜୟ ଦାସ ଶରତ ଦାସ ଅନାଦି ଦାସ ଭାଗ୍ୟଧର ବେହେରା ଓ ଅନ୍ୟ ମାନେ ସହଯୋଗ କରୁଛନ୍ତି, ଶ୍ରଦ୍ଧାଳୁ ଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା ରଖା ଯାଇଅଛି, ପୂର୍ଣ୍ଣାହୁତି ଦିନ ବହୁ ସାଧୁ ସନ୍ଥ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଅ ଛି, ବଡ଼ଚଣା ରୂ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ



