ଛତିଆ କଲେଜ ରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ


ଆଜି ଛତିଆ ସ୍ଥିତ ମହାପୁରୁଷ ହାଡ଼ିଦାସ ମହାବିଦ୍ୟାଳୟ ରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି,+3ର ଛାତ୍ର ଛାତ୍ରୀମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ, ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ କବିତା ପାଠ କବିତା ଲିଖନ ପ୍ରବନ୍ଧ ଲିଖନ ଓ ହସ୍ତାକ୍ଷର ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, ଆସନ୍ତା 20ତାରିଖ o24ତାର
[1/16, 17:43] SN BADACHANA KARTIKA ROUT ( CHATIA): ଆସନ୍ତା 24ତାରିଖ ରେ ହେବାକୁ ଯାଉଥିବା ଉଦଯାପନୀ ଉତ୍ସବ ରେ କୃତି ପ୍ରତିଯୋଗିତା ମାନଙ୍କୁ ଅର୍ଥରାଶି ଟ୍ରଫି ଓ ପ୍ରମାନପତ୍ର ପ୍ରଦାନ କରାଯିବ ବୋଲି କଲେଜ ପକ୍ଷରୁ ସୂଚନା ଦିଆଯାଇଅଛି,ମହାବିଦ୍ୟାଳୟ ର ଅଧକ୍ଷ ପ୍ରଫେସର ବଳରାମ ସାହୁ ଏହି କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ କରିଥିଲେ, କାଦମ୍ବିନୀ ପୁରସ୍କାର ପ୍ରାପ୍ତ ସାହିତିକ ତଥା ଗୋକର୍ଣ୍ଣିକା ର ସମ୍ପାଦକ ରମାକାନ୍ତ ଜେନା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଥିଲେ, ଶିଶୁ ସାହିତିକ ଓ ଧର୍ମଶାଳା ସାହିତ୍ୟ ସାଂସଦ ର ସମ୍ପାଦକ ଡକ୍ଟର ପ୍ରଶାନ୍ତ କୁମାର ସ୍ୱାଇଁ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ, ପ୍ରାଧ୍ୟାପକ ଡକ୍ଟର କଳ୍ପତରୁ ନାୟକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ, ଅଧ୍ୟାପିକା ଡକ୍ଟର ଚନ୍ଦ୍ରକଳା ନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଚକ୍ରଧର ନାୟକ ସ୍ୱାଗତ ଭାଷଣ ଦେଇଥିଲେ, ଅଧ୍ୟାପିକା ସରୋଜିନୀ ସ୍ୱାଇଁ ଓ ସିପ୍ରା ସ୍ନିଗ୍ଧା ନାୟକ ପ୍ରତିଯୋଗିତା କୁ ପରିଚାଳନା କରିଥିଲେ, ଅଧ୍ୟାପକ ତୁଷାର କାନ୍ତି ଧନ୍ୟବାଦ ଦେଇଥିଲେ, ଏହି ବିଭାଗ ର ଅନ୍ୟ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ, ବଡ଼ଚଣା ରୂ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ




