Country
ଛତିଆ ପଂଚାୟତ ରେ ଅକ୍ଷତ ଚାଉଳ ବିତରଣ ଅଭିଯାନ


ଆସନ୍ତା 22ତାରିଖ ରେ ପ୍ରଭୁ ଶ୍ରୀରାମ ଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ, ଏହି ଅବସର ରେ ଆଜି ଛତିଆ ପଂଚାୟତ ରେ ଅଯୋଧ୍ୟା ରୂ ଆସିଥିବା ଅକ୍ଷତ ଚାଉଳକୁ ଘର ଘର ବୁଲି ବିତରଣ କରାଯିବା ସହିତ ନିମନ୍ତ୍ରଣ ପତ୍ର ଜନସାଧାରଣ ଙ୍କୁ ବଣ୍ଟନ କରାଯାଇଅଛି, ରାମ ଭକ୍ତ ମାନେ ଏକ ବିରାଟ ପଟୁଆର ରେ ସହର ପରିକ୍ରମା କରିଥିଲେ, ସର୍ବଶ୍ରୀ ସର୍ବେଶ୍ୱର ଷେଣ୍ଢ ଅମିତାଭ ବେହେରା ସରୋଜ ସାହୁ ପ୍ରକାଶ ରାଉତରାୟ ଓ ଅଭିରାମ ନାୟକ ପ୍ରମୁଖ ଏହି ଅଭିଯାନ ର ନେତୃତ୍ୱ ନେଇଥିଲେ, ବଡ଼ଚଣା ରୂ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ





