Religion

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ଶୁଭ ଉଦଘାଟନ ପାଇ ଅର୍ପଣ ରଥ ପ୍ରତି ଘରକୁ ଘର ବୁଲୁଛି,

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ଶୁଭ ଉଦଘାଟନ ପାଇ ଅର୍ପଣ ରଥ ପ୍ରତି ଘରକୁ ଘର ବୁଲୁଛି, ଏହି ପରି ପ୍ରେକ୍ଷୀରେ ଅର୍ପଣ ରଥ ଆଜି ଛତିଆ ପଂଚାୟତ ପରିକ୍ରମା କରିଥିଲା, ପ୍ରତି ଘରୁ ଗୁଆ ଚାଉଳ ସଂଗ୍ରହ କରିଥିଲା, ପ୍ରଥମେ ଅମରେଶ୍ୱର ମନ୍ଦିର ରୂ ବାହାରି ଏକଦାଳିଆ ପଟଣା ବଟତଳ ବଜାର ଅମରବତୀ ଓ ଶେଷରେ ପଟଣା ସାରଳା ମନ୍ଦିର ରେ ଯାତ୍ରା ଶେଷ ହୋଇଥିଲା, ସଂକୀର୍ତନ ହୁଳହୁଳି ହରିବୋଲ ଓ ଜୟ ଜଗନାଥ ଧ୍ୱନି ରେ ପ୍ରତି ଗ୍ରାମ ପ୍ରକମ୍ପିତ ହୋଇ ଉଠିଥିଲା, ଏହି ରଥ ପରିକ୍ରମା ସମୟ ରେ ପ୍ରାକ୍ତନ ବ୍ଲକ ଅଧକ୍ଷ ଭାଗ୍ୟଧର ମଲିକ ଛତିଆ ପଂଚାୟତ ସମିତି ସଭ୍ୟ ଦୀପକ ସାହୁ ପ୍ରଦୂଷ ନାଥ ଉମାକାନ୍ତ ଷେଣ୍ଢ ପ୍ରକାଶ ରାଉତ ସର୍ବେଶ୍ୱର ରାଉଳ ଅବିନାଶ ନନ୍ଦ ଦିଲୀପ ରଣା ଗଣେଷ ସାହୁ ଉମାକାନ୍ତ ନାୟକ ଗିରିଶପାତ୍ର ମାମିନା ପୃଷ୍ଟି ଲିଲି ପ୍ରଭା ଶରତ ପାଣିଗ୍ରାହୀ ସରୋଜ ସିଂହ ପବିତ୍ର ମଲିକ ନେଳିଆ ସରପଞ୍ଚ ଜୟନ୍ତୀ ସ୍ୱାଇଁ ଧୀରେନ୍ଦ୍ର ନାଥ ସୋଲର ସମିତି ସଭ୍ୟ ସଞ୍ଜୟ ବେହେରା ପୂର୍ବତନ ସମିତି ସଭ୍ୟ ମାଧବାନନ୍ଦ ମହାପାତ୍ର ଓ କପିଳ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ, ବଡ଼ଚଣା ରୂ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ

Related Articles

Back to top button