State
ବିଶିଷ୍ଟ ମିଠା ବ୍ୟବସାୟୀ ସ୍ବର୍ଗତ ଇନ୍ଦ୍ରମଣି ସାହୁ ଙ୍କ ଏକାଦଶାହ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ର ଆୟୋଜନ


ନେଳିଆ ପଂଚାୟତ ରାମପୁର ଗ୍ରାମ ର ବିଶିଷ୍ଟ ମିଠା ବ୍ୟବସାୟୀ ସ୍ବର୍ଗତ ଇନ୍ଦ୍ରମଣି ସାହୁ ଙ୍କ ଏକାଦଶାହ ଉପଲକ୍ଷେ ଗତକାଲି ତାଙ୍କ ବାସ ଭବନ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ର ଆୟୋଜନ କରାଯାଇଥିଲା, ବିଧାୟକ ଅମର ପ୍ରସାଦ ଶତପଥି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଦିବ୍ୟଂ ଗତ ଫଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ, ସ୍ଥାନୀୟ ସରପଞ୍ଚ ଜୟନ୍ତୀ ସ୍ୱାଇଁ ସଭା କାର୍ଯ୍ୟ ପରିଚାଳନା କରିଥିଲେ, ଜିଲ୍ଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ ପ୍ରାକ୍ତନ ସରପଞ୍ଚ ବାସୁଦେବ ସ୍ୱାଇଁ ଧୀରେନ୍ଦ୍ର ନାଥ କପିଳ ରାଉତ ଶରତ ପାଣିଗ୍ରାହୀ ଉଦ୍ଧବ ସାମଲ କୈଳାସ ପ୍ରଧାନ ପ୍ରଦୀପ ପ୍ରଧାନ ବଂଶୀଧର ସାମଲ ସରୋଜ ସାମଲ ହାଡିବନ୍ଧୁ ସାମଲ ମାଧବ ସାମଲ ଓ ଭୁତ ପୂର୍ବ ସରପଞ୍ଚ ଗୋବିନ୍ଦ ପୁର ପଂଚାୟତ ର ଭୁବନାନନ୍ଦ ରାଉତ ପ୍ରମୁଖ ନିଜ ନିଜ ର ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ,ଆଇନୀଜୀବୀ ଅମୁଲ୍ୟକୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ, ବଡ଼ଚଣା ରୂ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ news




