State

ଛତିଆ ସମବାୟ ସମିତି ରେ ଧାନମଣ୍ଡି ଖୋଲିଲା

 

 ଆଜି ଛତିଆ ପ୍ରାଥମିକ ସମବାୟ ସମିତି ରେ କଣ୍ଟା ପୂଜା କରାଯାଇ ଧାନମଣ୍ଡିଖୋଲାଯାଇଅଛି, ସମବାୟ ସମିତି ର ସଭାପତି ଭାଗ୍ୟଧର ମଲିକ ସମ୍ପାଦକ ଅଖିଳେଶ ଜେନା ପୂର୍ବତନ ସଭାପତି ମାଧବାନନ୍ଦ ମହାପାତ୍ର ଧୀରେନ୍ଦ୍ର ନାଥ ଅରକ୍ଷିତ ସାମନ୍ତରାୟ ସୁବାସ ସାମନ୍ତରାୟ ତ୍ରିଲୋଚନ ସାମନ୍ତରାୟ ବିପିନି ବେହେରା ନିର୍ମଳ ପ୍ରତିହାରୀ ହୃଷିକେଶ ସାହୁ ସନ୍ତୋଷ ମହାନ୍ତି ବାସୁଦେବ ସ୍ୱାଇଁ ଅଶୋକ ତ୍ରିପାଠୀ ସରୋଜ ସିଂହ ଓ RMC ର MG ଚିତ୍ତରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ, ଚାଷୀ ମାନେ କିପରି ସୁବିଧାରେ ଧାନ ବିକ୍ରୟ କରିବେ ମିଲର ମାନେ ଯଥା ଶୀଘ୍ର ଧାନ କଣ୍ଟାରୁ ଉଠାଇ ମିଲ କୁ ନେବେ ସେ ସମ୍ପର୍କ ରେ ଆଲୋଚନା କରାଯାଇଥିଲା, ମାଧବାନନ୍ଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ, ଶୁଭ ଦୀପନ ସିଂହ ଅତିଥି ପରିଚୟ ପ୍ରଦାନ କରିଥିଲେ, ସଭାପତି ଶ୍ରୀଯୁକ୍ତ ମଲିକ ସଭାକାର୍ଯ୍ୟ ପରିଚାଳନା କରିଥିଲେ, ବଡ଼ଚଣା ରୂ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ

Related Articles

Back to top button