State

ନବୀନ ସରକାରଙ୍କ ବସୁଧା ଯୋଜନା ବାଟବଣା

ଢେଙ୍କାନାଳ ସଦର  ତା 08/01/2024(ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ମଙ୍ଗଳପୁର ପଂଚାୟତ ର ୱାଡ଼ ନଂ ୪ ଏବଂ ୫ ର ପ୍ରକୃତ ହିତାଧିକାରୀ ପାଉନାହାନ୍ତି ପାନିଅ ଜଳ, ସରକାର ଗରିବ ଲୋକ ଉପକୃତ ହେବାପାଇଁ କୋଟି କୋଟି ଟଙ୍କା ବ୍ୟୟ କରି ଘରେ ଘରେ ପିଇବା ପାନୀୟ ଜଳର ବ୍ୟବସ୍ଥା କରିଥିବା ବେଳେ କିଛି ବିବେକ ହୀନ ବ୍ୟକ୍ତି ଏହି ପାଣିକୁ ପାଣିପମ୍ପ ଯୋଗେ ନିଜ ପରିବା ଚାଷରେ ମଡଉଥିବା ବେଳ କିଛି ବ୍ୟକ୍ତି ନିଜ କୂଅରେ ପକାଉଛନ୍ତି ତେଣୁ 4 ଏବଂ 5 ନମ୍ବର ୱାଡ଼ ରେ ରହୁଥିବା ଲୋକମାନେ ପାଣିପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯେଉଁଥିପାଇଁ ଦିନକୁଦିନ ବଢୁଛି ଲୋକଙ୍କ ମନରେ ଅସନ୍ତୋଷ ଲୋକମାନେ ଏହାର ଏକ ସ୍ଥାୟୀ ସମାଧାନ ପାଇଁ କତୃପକ୍ଷ ଙ୍କୁ ମିଡ଼ିଆ ମାଧ୍ୟମରେ ଅନୁରୋଧ କରୁଛନ୍ତି l

ଢେଙ୍କାନାଳ ମଙ୍ଗଳପୁରରୁ ମନୋରଞ୍ଜନ ମହାପାତ୍ରଙ୍କ ରିପୋର୍ଟ ସମର୍ଥ ନିୟୁଜ l

Related Articles

Back to top button