State

୨୦ ତମ ବାର୍ଷିକ ଉତ୍ସବ ଓ ପୁରାତନ ଛାତ୍ର ଛାତ୍ରୀଙ୍କ ସମ୍ମିଳନି….

 

ହରଭଙ୍ଗା :06/01. ଇଂରାଜୀ ନୂତନ ବର୍ଷ 2024ଅବସରରେ ଗଜାନନ ବିଦ୍ୟାମନ୍ଦିର ,ବିରାମଚନ୍ଦ୍ର ପୁର ଆନୁକୂଲ୍ୟରେ ଆବାହକ ପ୍ରଧାନ ଗୁରୁଜୀ ସୁବୋଧ ମିଶ୍ର ଙ୍କ ଆବାହତ୍ୱରେ 20ତମ ପ୍ରତିଷ୍ଠା ଦିବସ ଓ ପୁରାତନ ଛାତ୍ରଛାତ୍ରୀ ଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର କୁମାର ସେଠି,ସମ୍ମାନିତ ଅତିଥି ଭାବେ 

ସଭାପତି- ପ୍ରଫୁଲ୍ଲ କୁମାର ମହାପାତ୍ର,ମୁଖ୍ୟ ବିକ୍ତା- ଦୀନବନ୍ଧୁ ପତି,ଅନ୍ୟତମ ଅତିଥିଭାବେ – ଅନ୍ତର୍ଯ୍ୟାମୀ ମିଶ୍ର,ଉପସ୍ଥିତ ରହିଥିବା ବେଳେ ତପନ ପତି ମଞ୍ଚ ପରିଚାଳନା କରିଥିଲେ l ଏହି ସମ୍ମିଳନୀ ଉତ୍ସବ ରେ କୀର୍ତ୍ତି ପ୍ରସାଦ ମିଶ୍ର,ସୁଭସ୍ମିତା ସାହୁ,ରିଙ୍କି ମହାକୁଡ ଙ୍କ ସମେତ 

ଅନେକ ପୁରାତନ ଛାତ୍ର ଛାତ୍ରୀ ଯୋଗଦେଇଥିଲେ ।ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା ଏବଂ ଅନେକ ପ୍ରତିଯୋଗୀତା ହେବା ସହ ପୁରସ୍କାର ବିତରଣ କରାଯାଇ ଥିଲା l ପୁରାତନ ଛାତ୍ର ଛାତ୍ରୀ ମାନକୁ ମଞ୍ଚ ଉପରେ ଫୁଲ ତୋଡା ଦେଇ ସମ୍ବର୍ଦ୍ଧନା କରାଯାଇଥିଲା l ହରଭଙ୍ଗା ରୁ ଚିତ୍ତ ରଞ୍ଜନ ସିଂ ଙ୍କ ରିପୋର୍ଟ ସମର୍ଥ ନୀୟୁଜ

Related Articles

Back to top button