ଆଜି ବୈରୀ ପ୍ରାଥମିକ କୃଷି ସମବାୟ ସମିତି ରେ କଣ୍ଟା ପୂଜା କରାଯାଇ ଧାନମଣ୍ଡି ଖୋଲାଯାଇଅଛି,


ଆଜି ବୈରୀ ପ୍ରାଥମିକ କୃଷି ସମବାୟ ସମିତି ରେ କଣ୍ଟା ପୂଜା କରାଯାଇ ଧାନମଣ୍ଡି ଖୋଲାଯାଇଅଛି, ସମବାୟ ସମିତି ର ସଭାପତି ଭାଗ୍ୟଧର ସାହୁ ଙ୍କ ପ୍ରତେକ୍ଷ୍ୟ ତତ୍ୱା ବଧାନରେ ଆୟୋଜିତ କଣ୍ଟାପୂଜା ପର୍ବ ରେ ସମ୍ପାଦକ ତ୍ରୈଲୋକ୍ୟ ଦଳାଇ ପ୍ରାକ୍ତନ ସମ୍ପାଦକ ଅରୁଣ କୁମାର ରାଉତ ପ୍ରାକ୍ତନ ସଭାପତି ବିରଞ୍ଚି ନାରାୟଣ ସ୍ୱାଇଁ ପରଚେସ କମିଟି ର ସଭ୍ୟ ଅଜୟ ବିଶ୍ୱାଳ ଅନାମ ବିଶ୍ୱାଳ ଭାଗ୍ୟଧର ମହାନ୍ତି ଉମେଶ ଚନ୍ଦ୍ର ରାଉତ ପରମାନନ୍ଦ ମହାରଣା ସୁରଜିତ ସାହୁ ତପନ ସାହୁ ଅନାଦି ମଲିକ ଗୋକୁଳା ନନ୍ଦ ମଲିକ ବିଶିଷ୍ଟ ଚାଷୀ ଆମ୍ବୁଜ ବେହରା ଦୀନବନ୍ଧୁସାମଲ ବେଣୁଧର ବିଶ୍ୱାଳ ପଦ୍ମନାଭ ସାମଲ ହରିଶଙ୍କର ସାହୁ ଅକ୍ଷୟ କୁମାର ନନ୍ଦ ସୁଦର୍ଶନ ରାଉତ ଭିମସେନ ନାୟକ ବାବୁଲି ଦାସ ପ୍ରମୁଖ ଉପସ୍ଥିତ ରହି ଥିଲେ,ପୂଜକ ଶ୍ରୀକାନ୍ତ ପଣ୍ଡା ବେଦ ମନ୍ତ୍ର ପାଠ କରି ପୂଜାର୍ଚନା କରିଥିଲେ, ଚଳିତ ବର୍ଷ ଚାଷୀ କିପରି ଭାବରେ ଶାନ୍ତି ଶୃଙ୍ଖଳା ରେ ଧାନ ବିକ୍ରି କରିପାରିବେ ଓ ମିଲର ମାନେ ଯଥା ଶୀଘ୍ର ମଣ୍ଡି ରୁ ଧାନ ଉଠାଇବେ ସେ ସମ୍ପର୍କ ରେ ପୁଙ୍ଖାନୁପୁଙ୍ଖକ ଭାବରେ ଆଲୋଚନା କରାଯାଇଥିଲା, ସର୍ବ ଶେଷ ରେ ସାମ୍ବାଦିକ ତଥା ସମବାୟ ସମିତି ର ପଞ୍ଜିକୃତ ଚାଷୀ କାର୍ତିକ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ




