State

ସଡକ ସୁରକ୍ଷା ସପ୍ତାହ ପାଳନ

ହରଭଙ୍ଗା (ଆପ୍ର) ହରଭଙ୍ଗା ବ୍ଳକ ଚାରିଛକ ରେ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ପୁରୁଣା କଟକ ଥାନା ଅଧିକାରୀ ରଞ୍ଜିତ କୁମାର ମୁନିଙ୍କ ତତ୍ୟବଧlନରେ ଏକ ସଚେତନ ତା ରାଲୀ ବଜାର ପରିକ୍ରମା କରିଥିଲା। ଉକ୍ତ କାର୍ଯକ୍ରମ ରେ ସଡକ ସୁରକ୍ଷା ପ୍ରଶିକ୍ଷକ ମାନସ ରଞ୍ଜନ ଧଳ, ପରିବହନ ନିରୀକ୍ଷକ ଦେବାଶିଷ ନାୟକ,ASI ବ୍ରହ୍ମl ନନ୍ଦ ପ୍ରଧାନ ,ଅରୁନ୍ଧତୀ ସାହାଣୀ ସମେତ , ସ୍ଵୟସହାୟକ ଦଳ ମହିଳା । ବଜାର କମିଟି ସଭ୍ୟମାନେ ପ୍ଲାକ କାର୍ଡ ଧରି ବିଭିନ୍ନ ସ୍ଲୋଗାନ ଦେଇ ସଚେତନତା କରାଯାଇଥିଲା l ହରଭଙ୍ଗା ରୁ ଚିତ୍ତ ରଞ୍ଜନ ସିଂ ଙ୍କ ରିପୋର୍ଟ ସମର୍ଥ 

Related Articles

Back to top button