State

ହୃଦଘାତ ରେ ବ୍ୟବସାୟୀ ଙ୍କ ପରଲୋକ,

ହୃଦଘାତ ରେ ବ୍ୟବସାୟୀ ଙ୍କ ପରଲୋକ, ଛତିଆ ଜଗନ୍ନାଥ ବଜାର ର ପ୍ରାକ୍ତନ ସମ୍ପାଦକ ସୁନାକର ସାହୁ ଙ୍କ ର ଆଜି ସକାଳେ ହୃଦଘାତ ରେ ପରଲୋକ ହୋଇଯାଇଅଛି, ଗତ କିଛି ଦିନ ହେବ ସେ କୀଡୀନି ଓ ମଧୁ ମେହ ରୋଗ ରେ ଆକ୍ରାନ୍ତ ଥିଲେ, କଟକ ସ୍ଥିତ ଘରୋଇ ହସ୍ପିଟାଲ ରେ ଚିକିତ୍ସା ହୋଇ ଘର କୁ ଫେରିଥିଲେ, ହଠାତ ଆଜି ସକାଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ପରିବାର ଲୋକେଆସି ଦେଖିଲା ବେଳକୁ ସେ ସେଠାରେ ସଙ୍ଗେ ସଙ୍ଗେଟଳି ପଡିଥଲେ, ସ୍ବର୍ଗତ ସାହୁ ଥିଲେ ଯଣେ ଅତ୍ୟନ୍ତ ସରଳ ନିଷ୍କପଟ ଓ ଅମାୟିକ ବ୍ୟକ୍ତି, ଦୀର୍ଘ ଦିନ ହେବ ସେ ଛତିଆ ଜଗନ୍ନାଥ ବଜାର ରେ ସମ୍ପାଦକ କାର୍ଯ୍ୟ ତୁଲାଇ ଆସୁଥିଲେ, ତେଣୁ ତାଙ୍କ ମୃତ୍ୟୁ ଖବର ଶୁଣି ସ୍ଥାନୀୟ ଅଂଚଳ ର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ତଥା ଜଗନ୍ନାଥ ବଜାର ର ସମସ୍ତ ଦୋକାନୀ ଭାଇ ମର ଶରୀର କୁ ଏକ ବିରାଟ ଶୋଭାଯାତ୍ରା ରେ ବଜାର ପରିକ୍ରମା କରାଇ ଗ୍ରାମ ସ୍ମଶାନ ରେ ଶେଷ କୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା, ପୁତ୍ର ଯୀଶୁ ମୁଖାଗ୍ନି ଦେଇଥିଲେ,ସ୍ବର୍ଗତ ସାହୁ ଙ୍କ ମୃତ୍ୟୁ ରେ ସ୍ଥାନୀୟ ଅଂଚଳ ରେ ଶୋକ ର ଛାଇ ଖେଳିଯାଇଅଛି, ଆଜି ସମସ୍ତ ଦୋକାନ ବଜାର ବନ୍ଦ ରଖାଯାଇଅଛି ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ,

Related Articles

Back to top button