କ୍ୟାନ୍ସର ପୀଡିତ ମହିଳା ଙ୍କ ପରଲୋକ


ବନ୍ତଳା ପଂଚାୟତ ଉପୁଳା ଗ୍ରାମ ର ସ୍ବର୍ଗତ ଶିକ୍ଷକ ସନ୍ତୋଷ ନାୟକ ଙ୍କ ପତ୍ନୀ ଉର୍ମିଳା 52ଗତ କିଛି ଦିନ ହେବ କ୍ୟାନ୍ସର ରୋଗ ରେ ପୀଡିତ ଥିଲେ, କନ୍ଧ ମାଳ ରେ ତାଙ୍କ ପୁଅଙ୍କ ପାଖରେ ରହି ଚିକିତ୍ସିଁଛିତ ହେଉଥିଲେ, ଗତକାଲି ସେଠାରେ ତାଙ୍କର ପରଲୋକ ହୋଇଯାଇଅଛି, ସ୍ବର୍ଗତ ନିରୁପମା ବନ୍ତଳା ଜନତା ବିଦ୍ୟାଳୟ ରେ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିଲେ, ଜଣେ ସ୍ନେହିଁ ପରୋପକାରୀ ଓ ଦରଦୀ ମଣିଷ ଭାବରେ ସେ ସବୁଆଡେ ଜଣାଶୁଣା ଥିଲେ ଅନେକ କବିତା ରଚନା କରିଯାଇଛନ୍ତି, ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ଶିଷ୍ୟତ୍ୱ ଗ୍ରହଣ କରିଥିଲେ, ତେଣୁ ତାଙ୍କ ମୃତ୍ୟୁ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ରୁଣ୍ଡ ହୋଇଥଲେ, ମର ଶରୀର କୁ ଉପୁଳା ଗ୍ରାମ କୁ ଅଣାଯିବ ପରେ ସ୍ମଶାନ ରେ ଦାହ କରାଯାଇଥିଲା ପୁତ୍ର ଡାକ୍ତର ସୌମିତ୍ରୀ ପ୍ରସାଦ ମୁଖାଗ୍ନି ଦେଇଥିଲେ, ନିରୁପମା ଙ୍କ ମୃତ୍ୟୁ ରେ ସ୍ଥାନୀୟ ଅଂଚଳ ରେ ଶୋକ ର ଛାଇ ଖେଳି ଯାଇଅଛି, ବହୁ ସତସଙ୍ଗୀ ଭାଇ ଓ ମାମାନେ ଗଭୀର ଶୋକ ପ୍ରକଟ କରିଛନ୍ତି, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ




