State

ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ବୃକ୍ଷ ରୋପଣ

ଗତକାଲି ବୈରୀ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଚୌଦୂରୀ କୂପ ମଠ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି,।ମଞ୍ଚ ର ସଭାପତି ଈଶ୍ୱର ନାୟକ ସମ୍ପାଦକ ଅକ୍ଷୟକୁମାର ମହାନ୍ତି କୋଷାଧକ୍ଷ ଦୀନବନ୍ଧୁ ସାମଲ ଙ୍କ ନେତୃତ୍ୱ ରେ ସମସ୍ତ ସଭ୍ୟ ବିଭିନ୍ନ ରକମ ର ବୃକ୍ଷ ରୋପଣ କରିଥିଲେ, ଉପଦେଷ୍ଟା ମଣ୍ଡଳୀ ପ୍ରମୋଦ ମିଶ୍ର କନକ ପରିଡା ବାବାଜୀ ଖୁଣ୍ଟିଆ ବିଳାସ ଚନ୍ଦ୍ର ବାରିକ ନିଧି ମଲିକ ବ୍ରହ୍ମାନନ୍ଦ ବରାଳ ସୁରେନ୍ଦ୍ର ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚଳନା କରିଥିଲେ ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ

 

Related Articles

Back to top button