State
ଧର୍ମପରାୟଣ ଜାନକୀଙ୍କ ପରଲୋକ


କଣ୍ଟାମାଳ,୩୦/୧୨/୨୦୨୩..(ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ରୁଣ୍ଡିମହୁଲସ୍ଥିତ ଭାଗବତ ପାରାୟଣ ସଂଥାଶ୍ରମର ସଦସ୍ୟା ଶ୍ରୀମତୀ ଜାନକୀ ଖଟୁଆଙ୍କ ଶନିବାର ସକାଳେ ପରଲୋକ ହୋଇଯାଇଛି!ପଣ୍ଡିତ ନିରଞ୍ଜନାଚାର୍ୟ୍ଯ ଓ ଲକ୍ଷଣାଚାର୍ୟ୍ଯଙ୍କ ପୌରୋହିତ୍ୟରେ ଅନ୍ତେଷ୍ଟିକ୍ରିୟା ବୈଦିକ ରୀତିରେ ଗାଁ ମଶାଣିରେ ସମ!ପନ ହୋଇଥବା ବେଳେ ତାଙ୍କ ନାତି ଅଶୋକ କୁମାର ବାରିକ ମୁଖାଗ୍ନି ଦେଇଥିଲେ।ସେ ଅତ୍ୟନ୍ତ ଧର୍ମପାରାୟଣ ଓ ଯଜ୍ଞାପ୍ରେମୀ ଥିଲେ।ମୃତ୍ୟୁ ଖବର ପ୍ରସାରିତ ହେବାପରେ ସ୍ଥାନୀୟ ଅଂଚଳରେ ଶୋକ ପ୍ରକାଶ ପାଇଛି!
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




