Religion

ପୂଜିତ ଅକ୍ଷତ କଳସ ଓ ନିମନ୍ତ୍ରଣ ପତ୍ର ବିତରଣ କାର୍ଯ୍ୟକ୍ରମ

 

ଉଲୁଣ୍ଡା୩୦/୧୨ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ରେ ଆଜି ଅଯୋଧ୍ୟା ରୁ ଆସିଥିବା ପୂଜିତ ଅକ୍ଷତ କଳସ ଓ ନିମନ୍ତ୍ରଣ ପତ୍ର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଉଲୁଣ୍ଡା ଖଣ୍ଡ ତରଫରୁ ପ୍ରତି ପଞ୍ଚାୟତକୁ କଳସ ଓ ନିମନ୍ତ୍ରଣ ପତ୍ର ପଠାଯାଇଛି।ଏହି କାର୍ଯ୍ୟକ୍ରମ ରେ ବଜରଙ୍ଗ ଦଳ ସିଣ୍ଢୋଳ,ବିଶ୍ଵ ହିନ୍ଦୁ ପରିଷଦ ଚଡାଇପଙ୍କ ସଂଘ ସାମିଲ ଥିଲେ। ଏଥିରେ ହୃଷିକେଶ ଭୋଇ,ରାଜିନ୍ଦ୍ର ନାୟକ, ଧର୍ମ ନିରଞ୍ଜନ ପଣ୍ଡା ସହଯୋଗ କରିଥିଲେ।ଆସନ୍ତା ଜାନୁୟାରୀ ୧୫ ତାରିଖ ମଧ୍ୟରେ ସମସ୍ତ ପରିଵାରକୁ ପୂଜିତ ଅକ୍ଷତ ଚାଉଳ, ନିମନ୍ତ୍ରଣ ପତ୍ର, ଫଟୋ ପ୍ରଦାନ କରାଯିବ ବୋଲି ଜଣାପଡିଛି । ଉଲୁଣ୍ଡା ରୁ ରାଜେଶ କୁମାର ବାଘ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍ 

Related Articles

Back to top button