State

1988ମାଟ୍ରିକ ବ୍ୟାଚ ର ବନ୍ଧୁ ମିଳନ

ବଡ଼ଚଣା ବ୍ଳକ ଅନ୍ତର୍ଗତ ବୈରୀ ସରକାରୀ ଉଚ୍ଚ ବିଦ୍ୟାଳୟ ର 1988ମାଟ୍ରିକ ବ୍ୟାଚ ର ଏକ ବନ୍ଧୁ ମିଳନ ଉତ୍ସବ ଗତକାଲି ବୈରୀ ଗିରିଜା ଫାର୍ମ ହାଉସ ଠାରେଅନୁଷ୍ଠିତ ହୋଇଯାଇଅଛି, ଦିବସ ବ୍ୟାପି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଲାଗିରହିଥିଲା, ଏହି ବ୍ୟାଚ ର ସମସ୍ତ ସ୍ଟୁଡେଣ୍ଟ ନିଜର ସପରିବାର ଉପସ୍ଥିତ ରହି ଦିବସ ଟିକୁ ଉପଭୋଗ କରିଥିଲେ, ଅତୀତର ସ୍ମୃତି କୁ ମନେ ପକାଇଥିଲେ,ସମସ୍ତେ ସମସ୍ତଙ୍କୁ ଭାବ ର ଆଦାନ ପ୍ରଦାନ କରିଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ

Related Articles

Back to top button