State
ସୋଲର ଗ୍ରା, ପ ସୋଲର ଗ୍ରାମ ର ମହିୟସୀ ମହିଳା ସାବିତ୍ରୀ ଦେବୀ ଙ୍କ ଏକାଦଶାହ ଉପଲକ୍ଷେ ଆଜି ତାଙ୍କ ବାସଭବନ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ


ସୋଲର ଗ୍ରା, ପ ସୋଲର ଗ୍ରାମ ର ମହିୟସୀ ମହିଳା ସାବିତ୍ରୀ ଦେବୀ ଙ୍କ ଏକାଦଶାହ ଉପଲକ୍ଷେ ଆଜି ତାଙ୍କ ବାସଭବନ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା, ସମାଜସେବୀ ଅନନ୍ତ ଚରଣ ଷେଣ୍ଢ ମଞ୍ଚ ପରିଚାଳନା କରିଥିଲେ, ରାଜ୍ୟ ବିଜେପି ସମ୍ପାଦକ ଅମର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ, ସମାଜସେବୀ ମାଧବାନନ୍ଦ ମହାପାତ୍ର ସନ୍ତୋଷ କୁମାର ପ୍ରହରାଜ ରମେଶ ବିଶ୍ୱାଳ ପୂର୍ବତନ ସରପଞ୍ଚ ନୀଳମଣି ରାଉତ ଛତିଆ ସରପଞ୍ଚ ରମେଶ ପୃଷ୍ଟି ଶିଶିର ସାମଲ ମାନସରାଉତ ସୋଲର ସରପଞ୍ଚ ବିଜୟସ୍ୱାଇଁ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ, ପୁତ୍ର ସତ୍ୟାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ, ଗ୍ରାମ ର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ ମାନେ ମଧ୍ୟ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ, ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍




