State

ଅଟୋକୁ ପିଟିଲା କାର, ଜଣେ ଆହାତ ଦୁଇ ଜଣ ଗୁରୁତର ମେଡିକାଲରେ ଭର୍ତ୍ତି ।

 

ଅଟୋକୁ ପିଟିଲା କାର, ଜଣେ ଆହାତ ଦୁଇ ଜଣ ଗୁରୁତର ମେଡିକାଲରେ ଭର୍ତ୍ତି । – ବାରଙ୍ଗ ବ୍ଳକ ଆମ୍ରପଲ୍ଲୀ ଠାରେ ଅଟୋକୁ ପିଟିଲା କାର,ଅଟୋଟି ବାମ ପଟେ ଯାଉଥିବା ସମୟରେ କାର ଡ୍ରାଇଭର ଡାହାଣପଟକୁ କାଟି ଜୋରରେ ପିଟିଥିଲା ଅଟୋକୁ । କଣ୍ଟାପଡ଼ା ବ୍ଳକବାଲିକୁଦାର ଅଟୋ

ଡ୍ରାଇଭରମାନସ ସେଠୀ ବୋଲି ଜଣାପଡିଛି । ଅଟୋନମ୍ବର R114 ଥିଲା । ଯୋଉ କାରଟି ପିଟିଥିଲା କାରର ନମ୍ବର ଥିଲାOR 02 Bu6096 -ଅଟୋ ଡ୍ରାଇଭର ଆହାତ ଥିବାବେଳେ ଅଟୋରେ ବସିଥିବା ଦୁଇ ଯାତ୍ରୀ ଗୁରୁତର ଅଛନ୍ତି। ସେମାନଙ୍କୁ କଟକ । ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। କାର ଡ୍ରାଇଭର ଫେରାର ଥିବାର ସୂଚନା ମିଳିଛି ।

କଣ୍ଟା ପତାରୁ ପୁଷ୍ପଲତା ଦୀକ୍ଷିତଙ୍କ ରିପୋର୍ଟ ସମର୍ଥ ନିୟୁଜ-ଓଡ଼ିଶା

Related Articles

Back to top button