State

ଝୁରୁଛି ମା ତା ପୁଅ କୁ ପାଇବା ପାଇଁ ଅନାଇ ବସିଛି

 

 ଆମେ କହୁଛୁ ଆଂଜ୍ଞା ପରିବାର ର ଏକ ମାତ୍ର ରୋଜଗାରିଆ ପୁଅ ର ନିଖୋଜ ସମ୍ପର୍କ ର ସମସ୍ତ ଘଟଣା ଟି ହେଉଛି, କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ତେଲେଙ୍ଗା ବସନ୍ତ , ସେକପୁରୁ ନିବାସୀ ସୁବାସ ସେଠୀ ଙ୍କ କଥା ,ବାପା ଙ୍କ ନାମ ଅଲେଖ ସେଠୀ l ବାପା, ମା ଙ୍କ ର ଏକ ମାତ୍ର ପୁଅ ସୁବାସ ,ବୟସ -21 l

ବାପା,ମା ଙ୍କ ବୃଦ୍ଧ ବୟସରେ ପରିବାର ପ୍ରତିପୋଷଣ କରିବା ପାଇଁ ସୁଦୂର ବାଙ୍ଗାଲୋର ଯାଇଥିଲେ , ସେଠାରେ କାମ କରି ବାପା, ମା ଙ୍କ ମୁହଁ ରେ ହସ ଫୁଟେଇ ବେ l କିନ୍ତୁ ହସ ଫୁଟାଇବା ପରିବର୍ତ୍ତେ ଦୁଃଖ ର ପାହାଡ ଲଦି ହୋଇଯାଇଛି, ତେବେ କାମ କରି ଫେରିବା ବାଟରେ ସୁବାସ ନିଖୋଜ ହୋଇଗଲେ l ନିଖୋଜ ହେବାର 8 ଦିନ ପୁରିଗଲା କିନ୍ତୁ ତାଙ୍କର କୌଣସି ସନ୍ଧାନ ମିଳିପାରିନାହିଁ, ସେଠାରେ ଥିବା ସମ୍ପର୍କୀୟ ଭାଇ ବହୁତ ଖୋଜା ଖୋଜି କରିବା ପରେ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି l
ତେବେ ସୁବାସ ନିଖୋଜ ଘଟଣା କୁ ନେଇ ପରିବାର ବାପା ଓ ମା ଦାନା ପାଣି ଛାଡିଲେଣି ସେପଟେ ଆମ ଚ୍ୟାନେଲ ର କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି ଙ୍କ ପକ୍ଷରୁ ଘଟଣା ପ୍ରତି ବାଙ୍ଗାଲୋର ସହର ବିଭିନ୍ନ ଓଡ଼ିଆ ସଂଗଠନ ଉତ୍କଳ ଓଡ଼ିଆ ସମାଜ, ସାର୍ଜାପୁର ଜଗନ୍ନାଥ ମନ୍ଦିର, ଏ ନ ଜି ଏଫ୍, ବନାରଘାଟ ରୋଡ଼, ଏଲଙ୍କା, ମହୀଶୂର, ସହିତ ଅନେକ କମ୍ପାନୀ ମାନଙ୍କ କାର୍ଯ୍ୟ କାରି ପ୍ରୋଜେକ୍ଟ ପର୍ଯ୍ୟନ୍ତ ଯୋଗାଯୋଗ ରହିଛନ୍ତି,!ଆମ ସମର୍ଥ ନିୟୁଜ ଚ୍ୟାନେଲ ପକ୍ଷରୁ ବିଶେଷ ଅନୁରୋଧ ରଖିବୁ ଯେଉଁ ଭଦ୍ର ବ୍ୟକ୍ତି ସୁବାସ ସେଠୀଙ୍କ ବା
ଯଦି କୌଣସି ସହୃଦୟ ବ୍ୟକ୍ତି ସୁବାସ ଙ୍କୁ ଦେଖିବେ , ତେବେ ଏହି ଠିକଣା ରେ ଜଣାଇବାକୁ ଅନୁରୋଧ l ଫୋର୍ଥ କ୍ରସ, ବିଶାଲ ମେଘl ମାର୍ଟ ମୋ – 8971347893। / 9938352441 ରେ ଯୋଗା ଯୋଗ କରିପାରିବେ l ଶେଷରେ ଏତିକି କଥା ରଖିବୁ ସୁବାସ ତାଙ୍କ ପରିବାର ବାପା ଓ ମା ଙ୍କୁ ଭଲରେ ମିଳିଯାଆନ୍ତୁ,!

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀଙ୍କ ରିପୋର୍ଟ ସମର୍ଥ ନିୟୁଜ 

Related Articles

Back to top button