Education

ଛତିଆ ସ୍ଥିତ ଶଷିଦେବୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଗତ 3ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡା ଉତ୍ସବ ଆଜି ଉଦଯାପିତ

ଛତିଆ ସ୍ଥିତ ଶଷିଦେବୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଗତ 3ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡା ଉତ୍ସବ ଆଜି ଉଦଯାପିତ ହୋଇଯାଇଅଛି, ସମୁଦାୟ ପିଲା ମୋଟ 14ଟି ଇଭେଣ୍ଟ ରେ ଭାଗ ନେଇଥିଲେ, କୃତି ପ୍ରତିଯୋଗୀ ମାନଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା, କ୍ରୀଡା ଶିକ୍ଷୟତ୍ରୀ ଭାନୁମତି ପରିଡା କ୍ରୀଡା ପରିଚାଳନା କରିଥିବା ବେଳେ ବିଜ୍ଞାନ ଶିକ୍ଷକ ନବ କିଶୋର ସ୍ୱାଇଁ ତଥା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ, ପ୍ରଧାନ ଶିକ୍ଷୟିତ୍ରୀ ସବିତା ବାରିକ ଙ୍କ ଅଧକ୍ଷତା ରେ ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବ ରେ ଡାଲମିଆ ସିମେଣ୍ଟ କାରଖାନା ରHR ଅଜିତ ପାଏରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ,9ମ ଶ୍ରେଣୀ ର ଶ୍ରୀ ନାୟକ ଙ୍କୁ ଚମ୍ପିୟାନ ଟ୍ରଫି ପ୍ରଦାନ କରାଯାଇଥିଲା, ଡାଲମିଆ ର ଲୋକ ସମ୍ପର୍କ ଅଧିକାରିଣୀ ଶ୍ରୀମତୀ କବିତା ସାହୁ ସିକୁରିଟି ହେଡ଼ ପ୍ରଦୀପ୍ତ କୁମାର ଜେନା ଛତିଆ ସରପଞ୍ଚ ରମେଶ ପୃଷ୍ଟି ଶଷିଦେବୀ ର ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ରତ୍ନାପ୍ରଭା ବିଶ୍ୱାଳ ମହାବିନାୟକ girls ହାଇ ସ୍କୁଲ ର ଅବସର ପ୍ରାପ୍ତ ବିଜ୍ଞାନ ଶିକ୍ଷୟତ୍ରୀ ଚିନ୍ମୟୀ ନାୟକ ସମାଜସେବୀ ପ୍ରିୟନାଥ ପୃଷ୍ଟି ଅଞ୍ଜନ ନନ୍ଦ ପ୍ରାକ୍ତନ ବ୍ଲକ ଅଧକ୍ଷ ଭାଗ୍ୟଧର ମଲିକ ଅବସର ପ୍ରାପ୍ତ ଶିକ୍ଷକ ବୈରୀ ହାଇସ୍କୁଲ ର ସଚି ନନ୍ଦନ ସାହୁ ନେତାଜୀ ପଣ୍ଡା ପ୍ରେମଲତା ନନ୍ଦ MC chairperson ତଥା ପ୍ରାକ୍ତନ ସରପଞ୍ଚ ନୟନା ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗu ନାଟକ ଦେଇଥିଲେ, ଛତିଆ ପଂଚାୟତ ସମିତି ସଭ୍ୟ ଦୀପକ ସାହୁ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କ ଉଦେଶେରେ ଅଭିଭାଷଣ ପ୍ରଦାନ କରିଥଲେ,ଛାତ୍ରୀ ମାନଙ୍କ ଦ୍ୱାରା ନାଟକ ଦାନବୀର ହରିଶ୍ଚନ୍ଦ୍ର ପରିବେଷଣ କରାଯାଇଥିଲା ଏଥି ସହିତ ବିଭିର୍ନ ସାଂସ୍କୃତିକ କାର୍ଯକ୍ରମ ନାଚ ଗୀତ ଆଦି ଅନୁଷ୍ଠିତ ହୋଇଥିଲା ସର୍ବ ଶେଷ ରେ ଶିକ୍ଷୟତ୍ରୀ ଗୀତି ଧାରା ପୃଷ୍ଟି ଧନ୍ୟବାଦ ଅର୍ପଣ କରି ଥିଲେ ।

ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍ 

Related Articles

Back to top button