State

ଧର୍ମପ୍ରାଣା ମହିଳା ଙ୍କ ପରଲୋକ

ସୋଲର ଗ୍ରାମପଞ୍ଚାୟତ ସୋଲର ଗ୍ରାମ ର ଧର୍ମପ୍ରାଣା ମହିଳା ସାବିତ୍ରୀ ଦେବୀ ଙ୍କର ଗତକାଲି ତାଙ୍କ ସୋଲର ସ୍ଥିତ ବାସଭବନ ଠାରେ ପରଲୋକ ହୋଇଯାଇଅଛି, ସେ ଦୀର୍ଘ ଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗ ରେ ପୀଡିତ ହୋଇ ଘରେ ଶଯ୍ୟା ସାଇ ହୋଇ ରହିଥିଲେ, ମୃତ୍ୟୁ ଶଯ୍ୟା ନିକଟ ରେ ପୁତ୍ର ସଚ୍ଚିଦାନନ୍ଦ ରାଉତ ନାତିକାନ୍ନା ମୁନ୍ନା ବନ୍ଧୁ ଓ ଜ୍ଞାତି କୁଟୁମ୍ଭ ଉପସ୍ଥିତ ଥିଲେ, ସ୍ବର୍ଗତ ସାବିତ୍ରୀ ଥିଲେ ଜଣେଅତ୍ୟନ୍ତ ସଚୋଟ ସ୍ୱାଭିମାନୀ ଓ ସତ୍ୟବାଦୀ ମହିଳା, ସମସ୍ତେ ତାଙ୍କୁ ମୁରବିଭଳି ମାନି ଚଳୁଥିଲେ, ତେଣୁ ତାଙ୍କ ମୃତୁ ଖବର ପାଇ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଅମର ନାୟକ ସୋଲର ପଂଚାୟତ ର ପ୍ରାକ୍ତନ ସମିତି ସଭ୍ୟ ମାଧବାନନ୍ଦ ମହାପାତ୍ର ପ୍ରାକ୍ତନ ସରପଞ୍ଚ ନୀଳମଣି ରାଉତ ସରପଞ୍ଚ ବିଜୟ ସ୍ୱାଇଁ ସମିତି ସଭ୍ୟ ସଞ୍ଜୟ ବେହେରା ନେଳିଆ ସରପଞ୍ଚ ଜୟନ୍ତୀ ସ୍ୱାଇଁ ରାଧାକୃଷ୍ଣ ରାଉତ ହେମନ୍ତ ରାଉତ କ୍ଷେତ୍ରବାସୀ ରାଉତ ଓ ସାମ୍ବାଦିକ କାର୍ତିକ ରାଉତ ଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ତାଙ୍କ ସୋଲର ସ୍ଥିତ ବାସଭବନ ରେ ପହଂଚି ଶେଷ ଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାର ଙ୍କୁ ସମବେଦନା ଜଣାଇଥିଲେ, ଗ୍ରାମ ସ୍ମଶାନ ରେ ତାଙ୍କର ଶେଷ କୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା, ଏକମାତ୍ର ପୁତ୍ର ସଚ୍ଚିଦାନନ୍ଦ ମୁଖାଗ୍ନି ଦେଇଥିଲେ, ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍ 

Related Articles

Back to top button