World

କଂଗ୍ରେସ କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ

ଉଲୁଣ୍ଡା 19/12 ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା କଲେଜ ପଡ଼ିଆରେ ଆଜି ବ୍ଳକ କଂଗ୍ରେସ କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଜାନୁଆରୀ 5 ତାରିଖରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ କୁ ସଫଳ କରିବା ପାଇଁ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।ବ୍ଳକ କଂଗ୍ରେସ କମିଟି ସଭାପତି ପ୍ରଭୁଦତ୍ତ ବସ୍ତିଆ ଙ୍କ ନେତୃତ୍ବରେ ବରିଷ୍ଟ କଂଗ୍ରେସ ନେତା ଭୋଳାନାଥ ସାଗର, ଏସ୍ ପତ୍ରାପାଲି ସରପଞ୍ଚ ସନାତନ

ମହାଲିଙ୍ଗ, ଜିଲ୍ଲା ପର୍ଯ୍ୟବେକ୍ଷକ ରାଜା ମିଶ୍ର ଓ ସୁଧିର ପଣ୍ଡା,ବରିଷ୍ଠ କଂଗ୍ରେସ ନେତା ଗୁପ୍ତେଶ୍ୱର ମାଝୀ,ତ୍ରିପୁରାରୀ ସେଠୀ,ବୁଲୁ ବାରିକ,କାହ୍ନୁ ହାତୀ, ସନ୍ତୋଷ ପଧାନ, ନାରାୟଣ ପଧାନ,ପଙ୍କଜ ବାରିକ,ନନ୍ଦନ ବାରିକ ଆଦି କଂଗ୍ରେସ କର୍ମୀ ଯୋଗ ଦେଇଥିଲେ। ଉଲୁଣ୍ଡା ରୁ ରାଜେଶ କୁମାର ବାଘ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍ 

Related Articles

Back to top button