LIVE TV

ଛତିଆ ଶିବ ମୁନି ଯୋଗାଶ୍ରମ ରେ ରୁହ୍ୱାଜି ଙ୍କ ଜନ୍ମ ଦିବସ ପାଳନ

 ଆଜି ଛତିଆ ଶିବ ମୁନି ଯୋଗାଶ୍ରମ ରେ ରୁହ୍ୱାଜି ଙ୍କ ଜନ୍ମ ଦିବସ ପାଳନ ହୋଇଯାଇଅଛି, ଯୋଗାଚାର୍ଯ୍ୟ ଧୂର୍ବଚରଣ ମୁନି ଙ୍କ ସଭା ପତିତ୍ୱ ରେ ଆୟୋଜିତ ସଭା ରେ ବରିଷ୍ଠ ଯୋଗ ଶିକ୍ଷକ ଯୋଗୀ ଶରତ ମୁନି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ, ମୁନିରାଜ ରବୀନ୍ଦ୍ର, ବିଭୁତି ମହାପାତ୍ର ଉଦ୍ଧବ ମୁନି ଓ ଅନ୍ୟ ମାନେ ରୁହ୍ୱାଜି ଙ୍କ ଜୀବନ ସମ୍ପର୍କ ରେ ଆଲୋକପାତ କରିଥିଲେ, ସମୂହ ପ୍ରଣବ ପରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା, ରୁହ୍ୱାଜି ଥିଲେ ବିଶିଷ୍ଟ ସାଧକ, ମୁନିଶ୍ୱର ଓ ସେବକ ଶ୍ରୀ ଉପାଧି ରେ ତାଙ୍କୁ ଭୁଷିତ କରାଯାଇଥିଲା, ମୁନିଙ୍କ ବାଣୀ ଚତୁଷ୍ଟୟ କୁ ଆଧାର କରି ସେ ରାଜ୍ୟ ତଥା ରାଜ୍ୟ ବାହାରେ ବହୁ ଆଶ୍ରମ ମାନ ପ୍ରତିଷ୍ଠା କରିଥିଲେ, ଛତିଆ ମୁନି ସମାଜ ତାଙ୍କର ଅତି ପ୍ରିୟ ଥୀଲା, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ

Related Articles

Back to top button