Education
ଚଳିତ ମାଟ୍ରିକ ପରୀକ୍ଷାକୁ ମନିଟରିଂ କରିବ AI କ୍ୟାମେରା.


ମାଟ୍ରିକ ମନିଟରିଂ କରିବ AI
ଚଳିତ ମାଟ୍ରିକ ପରୀକ୍ଷାକୁ ମନିଟରିଂ କରିବ AI କ୍ୟାମେରା.
ଷ୍ଟ୍ରଙ୍ଗରୁମ୍ , DEO ଅଫିସ , ପରୀକ୍ଷା ହଲରେ ଲାଗିବ AI କ୍ୟାମେରା.
AI କ୍ୟାମେରା ଅପରେଟିଂ ପାଇଁ କମାଣ୍ଡ ରୁମରେ ୭/୮ ଜଣ ରହିବେ.
କିଛି ତ୍ରୁଟି ପରିଲକ୍ଷିତ ହେଲେ କମାଣ୍ଡ ରୁମ୍କୁ ଜଣାଇବ AI କ୍ୟାମେରା.
ପ୍ରେସମିଟ୍ରେ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷଙ୍କ ସୂଚନା!.




