Education
ମାଟ୍ରିକ ପରୀକ୍ଷା ସୂଚୀ ନେଇ ବୋର୍ଡ ପକ୍ଷରୁ ସୂଚନା

ମାଟ୍ରିକ ପରୀକ୍ଷା ସୂଚୀ ନେଇ ବୋର୍ଡ ପକ୍ଷରୁ ସୂଚନା
ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା
୨୦ରେ ଓଡ଼ିଆ,
୨୩ରେ ଇଂରାଜୀ,
୨୬ରେ ଗଣିତ*
୨୮ରେ ହିନ୍ଦୀ/ସଂସ୍କୃତ, ମାର୍ଚ୍ଚ ୨ରେ ବିଜ୍ଞାନ,
୪ରେ ସାମାଜିକ ବିଜ୍ଞାନ