State

ଛାତ୍ର ଛାତ୍ରୀ ପର୍ଯ୍ୟଟନ ଓ ଆତିଥ୍ୟ ଶିଳ୍ପ ସହାୟତା ରେ ଭୁବନେଶ୍ୱର ମେ ଫେୟାର ହୋଟେଲ ଓ ସ୍ବସ୍ତି ହୋଟେଲ କୁ ଶିକ୍ଷା ପରିଭ୍ରମଣ

ଆଜି ଛତିଆ ନୋଡାଲ ସରକାରୀ ଉଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ପର୍ଯ୍ୟଟନ ଓ ଆତିଥ୍ୟ ଶିଳ୍ପ ସହାୟତା ରେ ଭୁବନେଶ୍ୱର ମେ ଫେୟାର ହୋଟେଲ ଓ ସ୍ବସ୍ତି ହୋଟେଲ କୁ ଶିକ୍ଷା ପରିଭ୍ରମଣ ରେ ଯାଇଥିବା ଦେଖିବାକୁ ମିଳିଛି, T, H ର ଶିକ୍ଷକ ଅମିତ କୁମାର ରାୟ ଙ୍କ ତତ୍ୱା ବଧାନ ରେ ଏହି ପରିଭ୍ରମଣ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପର୍ଶୁକାନ୍ତ ଜେନା ସହକାରୀ ଶିକ୍ଷୟତ୍ରୀ ସସ୍ମିତା ବାରିକ ମଧ୍ୟ ଯୋଗ ଦାନ କରିଛନ୍ତି, ବରିଷ୍ଠ ଶିକ୍ଷକ ଅଶୋକ କୁମାର ପୃଷ୍ଟି ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରୁଛନ୍ତି, ସମସ୍ତ ଛାତ୍ର ଛାତ୍ରୀ ଅନୁଭୁତି ର ଏକ ନୂତନ ଜ୍ଞାନ ଆହରଣ କରିବେ ଓ ଭବିଷ୍ୟତ ରେ ନିଜ ନିଜ କାର୍ଯ୍ୟ ରେ ଲଗାଇବେ ବୋଲି ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଜେନା ପ୍ରତିକ୍ରିୟା ରେ କହିଛନ୍ତି, ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍ 

Related Articles

Back to top button