State

ମାନବ ସେବା ହିଁ ମାଧବ ସେବା କୁ ଜୀବନ ର ସର୍ବ ଶ୍ରେଷ୍ଟ ବ୍ରତ ରୂପେ ପାଳନ କରି ଆସୁଅଛି ଛତିଆ ସମାଜସେବୀ ସଙ୍ଗଠନ ପରିବାର

ଛତିଆ।। ମାନବ ସେବା ହିଁ ମାଧବ ସେବା କୁ ଜୀବନ ର ସର୍ବ ଶ୍ରେଷ୍ଟ ବ୍ରତ ରୂପେ ପାଳନ କରି ଆସୁଅଛି ଛତିଆ ସମାଜସେବୀ ସଙ୍ଗଠନ ପରିବାର ସଦା ସର୍ବଦା ଛତିଆ ସମାଜସେବୀ ସଙ୍ଗଠନ ପରିବାର ସେବା କାର୍ଯ୍ୟ ରେ ସମର୍ପିତ ସମର୍ପଣ କରିଛନ୍ତି ନିଜକୁ।। ଛତିଆ ସମାଜସେବୀ ସଙ୍ଗଠନ ପରିବାର ମୁଖ୍ୟ ସଭାପତି ସୌମ୍ୟ ରଞ୍ଜନ ବେହେରା (ମଣ୍ଟୁ ଭାଇ)ଙ୍କ ନେତୃତ୍ୱ ରେ ପୂର୍ବ ପ୍ରସ୍ତୁତି ବୈଠକ ଛତିଆ ରେ ଥିବା ସଙ୍ଗଠନ ର ଅଫିସ୍ ଗୃହ ରେ ବୈଠକ,ଆସନ୍ତା ରବିବାର ଡିସେମ୍ବର ୧୭ ତାରିଖ ଦିନ ଛତିଆ ଅମରାବତୀ ପାଟଣା ମା ବୁଢେଇ ଠାକୁରାଣୀ ଙ୍କ ମନ୍ଦିର ପ୍ରାଙ୍ଗଣ ରେ ହେବାକୁ ଯାଉଅଛି ଛତିଆ ସମାଜସେବୀ ସଙ୍ଗଠନ ପରିବାର ର ବନ୍ଧୁ ମିଳନ ଉତ୍ସବ।। ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗଦାନ୍ କରିବାର କାର୍ଯକ୍ରମ ରହିଛି।। ସମସ୍ତ ଙ୍କ ସ୍ନେହ ଶ୍ରଦ୍ଧା ଭଲପାଇବା ସହଯୋଗ ପାଇଁ ଓ ନିଜର ନିଷ୍ଠାପର ନିଃସ୍ଵାର୍ଥପର ସେବା କର୍ମ ପାଇଁ ମାତ୍ର ଅଳ୍ପ ଦିନ ଭିତରେ ଛତିଆ ସମାଜସେବୀ ସଙ୍ଗଠନ ପରିବାର ଏକ ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ପରିବାର ରୂପେ ପରିଗଣିତ ହୋଇପାରିଛି।। ଆଜିର ବୈଠକ ରେ ଉପସ୍ଥିତି ଥିଲେ ସଙ୍ଗଠନ ସମ୍ପାଦକ ଆଦିତ୍ୟ ଶଙ୍କର ଓ ସହ ସମ୍ପାଦକ ହୃଷୀକେଶ ସେଠୀ, କୋଷାଧ୍ୟକ୍ଷ ରଞ୍ଜନ କୁମାର ସିଂ। ଉପଦେଷ୍ଟା ଜିତେନ୍ଦ୍ର କୁମାର ସାହୁ। ସମସ୍ତ ସଦସ୍ୟ ସଦସ୍ୟା ବନ୍ଧୁ ମାନଙ୍କୁ ଫୋନ୍ ଯୋଗେ ସୂଚନା ପ୍ରଦାନ କରାଯାଉଛି ଉତ୍ସବ ରେ ଯୋଗଦାନ୍ କରିବା ପାଇଁ।। ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍ 

Related Articles

Back to top button