State

ବିଶ୍ୱ ମାନବାଧିକାର ଦିବସ ପାଳନ ଅବସରରେ ମାନବ ଶୃଙ୍ଖଳ ଆୟୋଜିତ.

ଭୁବନେଶ୍ୱର ଆଜି ଭାରତ ସ୍କାଉଟ ଓ ଗାଇଡ଼ ସମର ଶିକ୍ଷାର୍ଥୀ ମାନଙ୍କୁ ନେଇ 25 ତମ ବିଶ୍ୱ ମାନବାଧିକାର ଦିବସ ଇୟୁନିଟ 3 ପ୍ରଦର୍ଶନୀ ପଡିଆ ସମ୍ମୁଖରେ ପାଳିତ ହୋଇଯାଇଛି. ଏହି ଅବସରରେ ବହୁ ସ୍ବେଛାସେବୀ, ମାନବାଧିକାର କର୍ମୀ ଓ ସ୍କୁଲ ପିଲାମାନଙ୍କୁ ନେଇ ଏକ ମାନବ ଶୃଙ୍ଖଳ ହୋଇଥଲା. ଏହି ଉପଲକ୍ଷେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦେଶକ ସରୋଜ ସାମଲ ମୁଖ୍ୟ ଅତିଥିଭାବେ ଯୋଗଦେଇ ଦେଶର ସମ୍ବିଧାନର ସୁରକ୍ଷା, ସମ୍ମାନ ଅତୁଟ ରଖିବାସହ ମାନବ ଅଧିକାରକୁ ଅକ୍ଷୁର୍ଣ ରଖିବା ପାଇଁ ସପଥପାଠ କରାଇଥିଲେ. ଆମ ସମ୍ବିଧାନ ସାରା ବିଶ୍ୱରେ ସବୁଠୁ ଉଚରେ ଏହାକୁ ସମାନ ଦେବା ଓ ସମ୍ବିଧାନ ହେଉଛି ମାନବ ଅଧିକାରର ମୂଳ ଉତ୍ସ ଅଟେ. ଆଜି ହୁମାନ ରାଇଟ୍ସ ଡେ ରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି ଓ ଏତେ ବଡ଼ ମାନବ ଶୃଙ୍ଖଳ କରିଥିବାରୁ ଆୟୋଜକ ମାନଙ୍କୁ ଧନ୍ୟବାଦ ଦେଇଥିଲେ ସୂଚନା ଓ ଲୋକ ସମ୍ପର୍କ ନିର୍ଦେଶକ ସରୋଜ ସାମଲ. ସେହିପରି ଦେଶ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ହେଉ, ରାଜ୍ୟ ରାଜ୍ୟ ମଧ୍ୟରେ ଜାତି ଭିତ୍ତିରେ ଥିବା ଘୃଣା ଭାବ ଦୂରହେଉ,ମହିଳା ଓ ଶିଶୁ ମାନଙ୍କୁ ସୁରକ୍ଷା ଦିଆଯାଉ, ଇସ୍ରାଏଲ ଓ ପାଲେଷ୍ଟାଇନ ଯୁଦ୍ଧ ବନ୍ଦ କରି ଶାନ୍ତି ପ୍ରତିଷ୍ଠା କରାଯାଉ, ସମସ୍ତଙ୍କୁ ମୌଳିକ ଅଧିକାର ଜଥା ଖାଦ୍ୟ ବସ୍ତ୍ର ଓ ବାସ ଯୋଗାଇ ଦିଆଗଲେ ମଣିଷର ଅଧିକାର ତିଷ୍ଠି ରହିବ ବୋଲି କହିଛନ୍ତି ମାନବ ଅଧିକାର କର୍ମୀ ସ୍ୱୟଂ ପ୍ରଭା ସାହୁ.

ରିପୋର୍ଟ ଦେବ ପ୍ରସାଦ ମହାନ୍ତି.ବିଶ୍ୱ ମାନବାଧିକାର ଦିବସ ପାଳନ ଅବସରରେ ମାନବ ଶୃଙ୍ଖଳ ଆୟୋଜିତ.

ଭୁବନେଶ୍ୱର ରୁ ଦେବ ପ୍ରସାଦ ମହାନ୍ତି. ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍ 

Related Articles

Back to top button