State

 ପାଇକେରାପୁର ବାଲିଯାତ୍ରା ପଡିଆରେ ସୋଲର କୋଚିଳା ଖାଇ ମେଢ଼

 

ଆଜି ସୋଲର ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାଇକେରା ପୁର ବାଲିଯାତ୍ରା ପଡିଆରେ ପ୍ରତିବର୍ଷ ପରି ସୋଲର କୋଚିଳା ଖାଇ ମେଢ଼ ବିରାଟ ଶୋଭା ଯାତ୍ରା ପହଂଚି ଥିଲା, ମେଢ଼ ଆଗରେ ବାଜା ଆତସ ବାଜି ବାଣ ସାଙ୍ଗକୁ ବିଭିନ୍ନ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ବେଶ ଚିତାକର୍ଷକ ହୋଇଥିଲା, ଅନୁଷ୍ଠାନ ପକ୍ଷରୁ ଯାତ୍ରା ପଡିଆ ରେ ମେଲୋଡି କାର୍ଯ୍ୟକ୍ରମ ଗ୍ରୁପ ଡ୍ୟାନ୍ସ ଓ ରାବଣ ପୋଡି ଅନୁଷ୍ଠିତ ହୋଇଥିଲା, ବୈରୀ ଥାନା IIC ଶରତ କୁମାର ନାୟକ ଛତିଆ ବିଟ house ଅଧିକାରୀ ଜହର ଅବିଦୁନ ସଦଳବଳେ ଉପସ୍ଥିତ ରହିଥିଲେ, ସ୍ଥାନୀୟ ସରପଞ୍ଚ ସମିତି ସଭ୍ୟ ତଥା ଗ୍ରାମ ର ମୁରବି ମାନେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ବଜାୟ ରଖିଥିଲେ, ବାଲିଯାତ୍ରା ପଡିଆରେ ବିଭିନ୍ନ ଜିନିଷ ପତ୍ର କିଣା ବିକା କରିବା ପାଇଁ ପାଣି ସୁଅ ପରି ଲୋକ ମାନେ ଯାତାୟାତ କରୁ ଥିବା ଦେଖିବାକୁ ମିଳିଥିଲା,

Related Articles

Back to top button