Country

ମୋଗଲ ଗାର୍ଡେନ ହେଲା ଅମୃତ ଉଦ୍ୟାନ

ମୋଗଲ ଗାର୍ଡେନ ହେଲା ଅମୃତ ଉଦ୍ୟାନ

ନୂଆଦିଲ୍ଲୀ:୨୯.୦୧.୨୦୨୩

ମୋଗଲ ଗାର୍ଡେନ ର ନୂଆ ନାମ ଅମୃତ ଉଦ୍ୟାନ ନାମରେ କେନ୍ଦ୍ର ସରକାର ଶନିବାର ଦିନ ପରିବର୍ତ୍ତନ କରିଛନ୍ତି।ଆସନ୍ତା ଜାନୁଆରୀ ୨୦ ତାରିଖରେ ରାଷ୍ଟ୍ରପତି ଅମୃତ ଉଦ୍ୟାନ କୁ କରିବେ ବୋଲି ଜଣା ପଡିଛି। ଦେଶ ସ୍ଵାଧୀନତା ପ୍ରାପ୍ତି ର ୭୫ ବର୍ଷ କୁ ନେଇ ଅମୃତ ମହୋତ୍ସବ ପାଳନ ହେଉଥିବ।ରୁ ଭାରତ ସରକାରଙ୍କ ତରଫରୁ ମୋଗଲ ଗାର୍ଡେନ ନାମ ପରିବର୍ତ୍ତନ କରାଯାଇ ଅମୃତ ଉଦ୍ୟାନ କରାଯାଇଅଛି।

Related Articles

Back to top button