State
ବିଗତ ଚେଳିତୋଳ ବାଲିଯାତ୍ରାରେ କିଛି ଆକ୍ସନ କିଛି ରିଆକ୍ସନ


ତିର୍ତ୍ତୋଲ –:: ଜଗତସିଂହପୁର ଜିଲ୍ଲାର ବହୁ ବିବାଦୀୟ ବହୁ ଚର୍ଚ୍ଚିତ ତିର୍ତ୍ତୋଲ ବ୍ଲକ ର ଗୋପିଆକୁଦ ସ୍ଥିତ ଐତିହାସିକ ଚେଳିତୋଳ ବାଲିଯାତ୍ରା ବୋଇତ ବନ୍ଦାଣ -୨୦୨୩ ର ସପ୍ତ ଦିବସୀୟ ମହୋତ୍ସବ ଗତ ଡିସେମ୍ବର ତିନି ତାରିଖରେ ବିପୁଳ ଆନନ୍ଦ ଉତ୍ସାହରେ ଉଦଯାପନ ହୋଇଥିବା ବେଳେ ଆମ ପ୍ରତିନିଧିଙ୍କ ନଜରକୁ କିଛି ଆକ୍ସନ ଓ

ରିଆକ୍ସନ ବିଷୟ ନଜରକୁ ଆସିଥିଲା ! ଅନେକ ବଣିକ ବ୍ୟବସାୟୀ ନିଜନିଜର ଦ୍ରବ୍ୟ କ୍ରୟ ବିକ୍ରୟ କରିବାକୁ ଆସିଥିବା ବେଳେ କେଉଁ ବ୍ୟବସାୟୀ ପ୍ରତିଷ୍ଠାନ କେତେ ଲାଭବାନ ହୋଇଥିବାର କହିଥିଲେ ଓ କେତେକ ମୂଳଜମା ହରେଇଥିବାର କହି ଥିଲେ !ବାଲିଯାତ୍ରା ମହୋତ୍ସବ କାହାକୁ ମାଲାମାଲ କଲା ତ କାହାକୁ କ୍ଷତି ରେ ପକେଇ ଦେବାର ଦେଖିବାକୁ ମିଳି ଥିଲା ! ଆସନ୍ତୁ ସେମାନଙ୍କ ମୁଖରୁ ଶୁଣିବା କଣ କହୁଛନ୍ତି ସେମାନେ……………

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା




