State

ରଥିଆ ଯୋଗାଶ୍ରମ ରେ ସତସଙ୍ଗ କାର୍ଯକ୍ରମ

ଗତକାଲି ଛତିଆ ଶିବ ମୁନି ଯୋଗାଶ୍ରମ ଆନୁକୂଲ୍ୟରେ ରଥିଆ ଯୋଗାଶ୍ରମ ରେ ଏକ ସତସଙ୍ଗ ଅନୁଷ୍ଠିତ ହୋଇଥିଲା, ଯୋଗାଚାର୍ଯ୍ୟ ମୁନି ରତ୍ନ ଧୂର୍ବ ଚରଣ ପ୍ରଧାନ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ସଦଗୁରୁ ଶିବ ମୁନି ଙ୍କ ଯୋଗ ସ୍ୱାସ୍ଥ୍ୟ ଆତ୍ମଜ୍ଞାନ ଓ ସ୍ୱତନ୍ତ୍ର ବିଚାର ଉପରେ ଆଲୋକ ପାତ କରିଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ଯୋଗୀ ମାଧବ ମୁନି ମୁନି ରାଜ ରାଘନାଥ ଦାଶ ସଖି ମୁନି ବନମାଳୀ ମୁନି ଜଗନ୍ନାଥ ମୁନି ସୁଦର୍ଶନ ମୁନି ରମେଶ ମୁନି ଅମିତ ମୁନି ସୁବାସ ମୁନି ଓ କଳ୍ପତରୁ ମୁନି ଙ୍କ ସମେତ ଶତାଧିକ ମୁନି ଓ ମୁନିମତି ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ ରବୀନ୍ଦ୍ର ମୁନି ଧନ୍ୟବାଦ ଅର୍ପଣ କରିଥିଲେ,

ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ news

Related Articles

Back to top button