State
ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଙ୍କର ମହୋତ୍ସବ ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ l


– ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଙ୍କର 136 ତମ ଜନ୍ମ ମହୋତ୍ସବ ଓ 19 ତମ ବର୍ଷୀକ ଉତ୍ସବ ଦକ୍ଷିଣକlଳି ଠାରେ ଥିବେ ସତସଙ୍ଗ ବିହାର ଠାରେ ଅନୁଷ୍ଠିତ ହୋଇଯାଇଛି l
ଆଜି ସକାଳେ ନଗର କୀର୍ତ୍ତନ ସତସଙ୍ଗ ବିହାର ଠାରୁ ବାହାରି ସହର ପରିକ୍ରମା ପରେ ସତସଙ୍ଗ ବିହାର ପରିସରରେ ସତସଙ୍ଗ ଅନୁଷ୍ଠିତ ହୋଇଥିଲା l ଏଥିରେ ତିନି ହଜାରୁ ରୁ ଅଧିକ ଭକ୍ତ ସାମିଲ ହୋଇଥିଲେ l ଢେଙ୍କାନାଳ ରୁ ଦୀପ ନାରାୟଣ ଷଡ଼ଙ୍ଗୀ ଙ୍କ ରିପୋର୍ଟ ସମର୍ଥ ନିୟୁଜ୍





