Education

ଆମେ ପଢିବୁ,ବଢିକୁ, ଶ୍ରେଷ୍ଠ ହେବୁ, ଆରମ୍ଭ ହୋଇଛି ସ୍କୁଲର କାର୍ଯ୍ୟକ୍ରମ।

କଟକ-ସମର୍ଥ ନିୟୁଜ୍‌-କଣ୍ଟାପଡ଼ା ବ୍ଳକର ଉତ୍ତାରଣ ଗ୍ରାମପଞ୍ଚାୟତର ଆମ୍ବିକା ବିଦ୍ୟାପୀଠ ଉତ୍ତାରଣ ହାଇସ୍କୁଲରେ ରାଜ୍ୟ ସରକାରଙ୍କର ପିଲାମାନଙ୍କ ପାଇଁ ନୂଆ ଯୋଜନା, ସରିଏଁ ପଢିକୁ, ବଢିକୁ, ଶ୍ରେଷ୍ଠ ହେବୁ, ଶିକ୍ଷକଙ୍କ କହିବା କଥା ସରକାର ନୂଆ ଯୋଜନା ଆଣିଛନ୍ତି । ଆଜି ସେହି କ୍ରମରେ କଣ୍ଟାପଡ଼ା ବ୍ଳକ ଆମ୍ବିକା ବିଦ୍ୟାପୀଠ ଉତ୍ତାରଣ ହାଇସ୍କୁଲରେ ଆରମ୍ଭ ହୋଇଛି ନବମ ଶ୍ରେଣୀ ପିଲାଙ୍କ ସାଇକେଲ ପାଇବା ସହିତ ପ୍ରତ୍ୟେକ ସାଇକେଲରେ ଲାଗିଛି ୩ଟି ଲେଖାଏଁ ଷ୍ଟିକର, ସଭିଏଁ ପଢିବୁ. ବଢିବୁ,ଶ୍ରେଷ୍ଠ ହେବୁ । ଶ୍ରେଣୀର ୫୦ ଜଣ ପିଲାମାନଙ୍କୁ ବଣ୍ଟନ କରାଯାଇଛି । ପ୍ରତ୍ୟେକ ସାଇକେଲର ଦାମ ରହିଛି ତେଇଶ ଶହ ଟଙ୍କା।

କଣ୍ଟାପଡ଼ାରୁ ପୁଷ୍ପଲତା ଦୀକ୍ଷିତଙ୍କରିତ ରିପୋର୍ଟ ସମର୍ଥ ନିୟୁଜ୍‌ ଓଡିଶା

Related Articles

Back to top button