State

ଲଷ୍ମୀ ନାରାୟଣ କୁବେର ସଂଘ ର ବୈଠକ

ଆଜି ଛତିଆ ଲଷ୍ମୀ ନାରାୟଣ କୁବେର ସଂଘ ର ଏକ ବୈଠକ ଅମରେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଅଛି, ସଂଘ ର ସ୍ଥାୟୀ ସଭାପତି ହରିହର ସାହୁ ଏଥିରେ ଅଧକ୍ଷତା କରିଥିଲେ, ସଂଘ ର ବିଭିର୍ନ ସାଙ୍ଗଠନିକ କାର୍ଯ୍ୟକ୍ରମ ସମ୍ପର୍କ ରେ ଆଲୋଚନା କରିଥିଲେ ବରିଷ୍ଠ ସଦସ୍ୟ ଭିକାରି ଚରଣ ସାହୁ ଅନନ୍ତ କିଶୋର ସାହୁ ଗୁଣ ନିଧି ସାହୁ ଗୋପାଳଚନ୍ଦ୍ର ସାହୁ ଅମିତ କୁମାରସହୁ ପଦ୍ମ ଲୋଚନ ସାହୁ ପ୍ରଫୁଲ୍ଲ କୁମା ର ସାହୁ ଓ ଛତିଆ ଗ୍ରାମ ପଂଚାୟତ ର ସମିତି ସଭ୍ୟ ଦୀପକ ସାହୁ, ଗତ 27ତାରିଖ ରେ ଖବର କାଗଜ ରେ ପ୍ରକାଶ ପାଇଥିବା ଖବର ସମ୍ପର୍କ ରେ ଉକ୍ତ ବୈଠକ ରେ ଆଲୋଚନା କରାଯାଇଥିଲା, ଉପସ୍ଥିତ ସଭ୍ୟ ଏହାକୁ ନା ପସନ୍ଦ କରିଥିଲେ, ଏବଂ ଉକ୍ତ ନାମ କୁ ସଠିକ ଭାବେ ସନ୍ତୋଷ ସାହୁ ଲେଖିବା ପାଇଁ ସଭା ରେ ଦାବି କରାଯାଇଥିଲା, ସର୍ବ ଶେଷ ରେ ଦୀପକ ସାହୁ ଧନ୍ୟବାଦ ଅର୍ପଣ କରିବା ପରେ ସଭା ସାଙ୍ଗ କରାଯାଇଥିଲା,

Related Articles

Back to top button