State

ଗୁରୁ ଶିଷ୍ୟ ହସ୍ତ ଶିଳ୍ପ ପ୍ରଶିକ୍ଷଣ ଶିବିର

[ଆଜି ଠାରୁ ଦୀର୍ଘ 2ମାସ ପର୍ଯ୍ୟନ୍ତ ଛତିଆ ଠାରେ ଗୁରୁ ଶିଷ୍ୟ ହସ୍ତ ଶିଳ୍ପ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଉଅଛି, ଆଜି ଉଦଘାଟନୀ ଉତ୍ସବ ରେ ସହକାରୀ ନିର୍ଦେଶକ ହସ୍ତ ଶିଳ୍ପ ଯାଜପୁର ପ୍ରକାଶ ଚନ୍ଦ୍ର ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶିବିର ର ଶୁଭ ଉଦଘାଟନ କରିଛନ୍ତି,30ଜଣ ପ୍ରଶିକ୍ଷାର୍ଥୀ ଏଥିରେ ତାଲିମ ନେଉଛନ୍ତି, ଏହାର ଆୟୋଜକ ଶିକ୍ଷା ଭାରତୀ trust ଓ ପ୍ରୟୋଜକ ହେଉଛନ୍ତି ଡେଭେଲପ ମେଣ୍ଟ କମିଶନର ହାଣ୍ଡି କ୍ରାଫ୍ଟ ଭାରତ ସରକାର ଏହି ଶିବିର ରେ ବିଶେଷ କରି stone carveing ଉପରେ ତାଲିମ ପ୍ରଦାନ କରାଯାଉଅଛି, ହସ୍ତ ଶିଳ୍ପ ଅଧିକାରୀ ସେବା କେନ୍ଦ୍ର ଭୁବନେଶ୍ୱର ପର ମେ ନ୍ଦର ସିନ୍ହା ଜାତୀୟ ପୁରସ୍କାର ପ୍ରାପ୍ତ ପ୍ରସ୍ତର ଶିଳ୍ପୀ ମହେଶ୍ୱର ଓଝା ଓ ଶିକ୍ଷା ଭାରତୀ trust chair man ରମେଶ ଚନ୍ଦ୍ର ତ୍ରିପାଠୀ ସମ୍ମାନିତ ଅତିଥି ତଥା ପ୍ରଶିକ୍ଷକ ଭାବରେ ଯୋଗ ଦେଇଥିଲେ ସମାଜ ସେବୀ ଅମରେଶ ନନ୍ଦ ଓ ମିଶନ ଶକ୍ତି MBK କ୍ରିସନା ସୁରଞ୍ଜନା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ,

ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ news

Related Articles

Back to top button