World
ନେହେରୁ ଯୁବ କେନ୍ଦ୍ର ତରଫରୁ ସମ୍ବିଧାନ ଦିବସ

ବୌଦ୍ଧ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ତରଫରୁ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଠାରେ ସମ୍ବିଧାନ ଦିବସ ପାଳନ କରାଯାଇ ଅଛି ଓ ଏଥିରେ
ଶ୍ରୀଯୁକ୍ତ ଅଭିନାସ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ୟାରା ର ସମ୍ପାଦକ ଚିତରଞ୍ଜନ ବେହେରା , ଶିକ୍ଷକ ଜାଫର ଖାନ୍,
ଦେବ ବ୍ରତ ସାହାଣୀ ପ୍ରମୁଖ ନିଜ ବାକ୍ତବ୍ୟ ରଖିବା ସହିତ ଆମ ଦେଶର ବିଭିନ୍ନ ସାମ୍ବିଧାନିକ ଅଧିକାର ଉପରେ ଆଲୋଚନା ହୋଇଥିଲା । ପରବର୍ତ୍ତୀ

ସମୟରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଏକ କୁଇଜ୍ ପ୍ରତିଯୋଗିତା ହୋଇଥିଲା । ଶିଳ୍ପ ତାଲିମ କେନ୍ଦ୍ର ର
ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ନେଇ ଏକ କୁଇଜ୍ କମ୍ପିଟିସନ କରାଯାଇଥିଲା ଓ
ଏଥିରେ ଲୋକନାଥ ପ୍ରଥାମ ସ୍ଥାନ ଓ
ସୌରଭ ଉର୍ମା ଦୁତୀୟ,ମୁନା ପ୍ରଧାନ ତୃତୀୟ ସ୍ଥାନ ପାଇଥିଲେ ସମସ୍ତଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ଓ ଶେଷରେ ବାମନ ବେହେରା ସମସ୍ତଙ୍କୁ ଧନ୍ୟବାଦ୍ ଦେଇ କାର୍ଯ୍ୟ କ୍ରମ କୁ ସାଙ୍ଗ କରିଥିଲେ ।

ବ୍ୟୁରୋ ରିପୋର୍ଟ ସମର୍ଥ ନିୟୁଜ୍




