State

ସୋଗୋର ଗ୍ରାମରେ ଆର୍ଯ୍ୟ କାର୍ତ୍ତିକ ଚତୁର୍ଦ୍ଦଶୀ ପାଳିତ

 -ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ସୋଗର ଗ୍ରାମରେ ଆଜି କାର୍ତ୍ତିକ ଚତୁର୍ଦ୍ଦଶୀ ପାଳିତ ହୋଇଯାଇଛି. ସେଥିପାଇଁ ସୋଗର ଗ୍ରାମ ପୁରା ଚଳାଚଞ୍ଚଳ ହୋଇପଡିଛି. କାର୍ତ୍ତିକ ମାସ ହଉଚି ପୁଣ୍ୟ ମାସ, ସେଥିପାଇଁ ଆଜି ମହିମା ଧର୍ମର ଭକ୍ତ ଏକତ୍ରିତ ହୋଇଥିଲେ. ମହିମା ଧର୍ମ ହଉଚି ବିଶ୍ୱର ସର୍ବଶ୍ରେଠ ଧର୍ମ. ସେଥିପାଇଁ ଏହି ଆର୍ଯ୍ୟ ଯୋରନ୍ଦା ପୀଠକୁ ପ୍ରତିବର୍ଷ ତାପବନ ପିଠାରୁ ବାବା ଜ୍ଞାନୀ ଦାସ ଆସି ମହିମା ଧର୍ମ ଅଖଣ୍ଡ ଦୀପ ପ୍ରଜ୍ବଳିତ ହୋଇଥିଲା. ଏହି ଧୂନୀ କୁ ଗ୍ରାମର ପ୍ରାୟ ଶତାଧିକ

ଭକ୍ତ ଦର୍ଶନ କରିଥିଲେ । ଗ୍ରାମବାସୀ ମାନେ ନିଜର ମନସ୍କାମନା ପୂରଣ କରିବା କରିବା ପାଇଁ ପ୍ରଜ୍ବଳିତ ଦିପରେ ଘିଅ ଦେଇଥିଲେ। ଘିଅ ଦେବା ଦ୍ଵାରା ମହିମା ଅଲେଖ ଆଶିର୍ବାଦ ଦେଇଥାଆନ୍ତି । ଏହି ପରି ଭାବରେ କେଉଁ କାଳରୁ ସୋଗର ଗ୍ରାମ ରେ କାର୍ତ୍ତିକ ଚତୁର୍ଦ୍ଦଶୀ ପାଳିତ ଆସୁୁଛି ।

ଢେଙ୍କାନାଳ ରୁ ଦୀପ ନାରାୟଣ ଷଡ଼ଙ୍ଗୀ ଙ୍କ ରିପୋର୍ଟ ସମର୍ଥ ନିୟୁଜ୍ 

Related Articles

Back to top button