State
ଆମ ସଂକଳ୍ପ ବିକଶିତ ଭାରତ


ଆଜି ଛତିଆ ଗ୍ରା, ପ କାର୍ଯ୍ୟଳୟ ଠାରେ ଆମ ସଂକଳ୍ପ ବିକଶିତ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି, ଭିଡ଼ିଓ ପ୍ରଚାର ମାଧ୍ୟମ ରେ ଲୋକ ମାନଙ୍କୁ ସଚେତନ କରାଇଥିଲେ, ମୋଦି ସରକାର ଙ୍କ ନୂତନ କୃଷି ସ୍ୱାସ୍ଥ୍ୟ ଶିଳ୍ପ ଓ ଶିକ୍ଷା ଯୋଜନା ସମ୍ପର୍କ ରେ ଆଲୋଚନା କରି ଥିଲେ ଡ୍ରୋ ନ ରି ପ୍ରେ ଜେ ଣ୍ଟି ଭ ସି ଗଂଧା ଦେଉରି ସରପଞ୍ଚ ରମେଶ ପୃଷ୍ଟି ଏଥିରେ ଅଧକ୍ଷତା କରି ଥିଲେ, ବିଭିର୍ନ ମହିଳା ସୋୟାଂ ସହାୟକ ଗୋଷ୍ଠୀ ଓ ମିଶନ ଶକ୍ତି ର ସଭ୍ୟା ଏଥିରେ ଯୋଗ ଦେଇଥିଲେ,ମିଶନ ଶକ୍ତି ର MBK କ୍ରିସନା ସୁରଞ୍ଜନା ଧନ୍ୟବାଦ ଅର୍ପଣ କରିଥିଲେ




