State
ମୋ ଓଡିଶା ଯୁବ ଓଡିଶା, ନବୀନ ଓଡିଶା କାର୍ଯକ୍ରମ ଅନୁଷ୍ଠିତ।


ପୁରୁଷୋତ୍ତମପୁର ତାରାତାରିଣୀ ମହାବିଦ୍ୟାଳୟରେ ଆଜି ସକାଳ ୧୧ ଘଣ୍ଟିକା ସମୟରେ ଅଧ୍ୟକ୍ଷ ଡ଼ଃ ସିମାଞ୍ଚଳ ପଟ୍ଟନାୟକଙ୍କ ପୌରୋହିତ ଆୟୋଜିତ ମୋ ଓଡିଶା ଯୁବ ଓଡିଶା, ନବୀନ ଓଡିଶା ର ଆହ୍ୱାନ କ୍ରମେ ସାମାଜିକ କାର୍ଯ୍ୟ ଏବଂ ସକ୍ରିୟତା କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା ପୁରୁଷୋତ୍ତମପୁର ଏନଏସି ଅଧ୍ୟକ୍ଷା ଶ୍ରୀମତୀ ପ୍ରିୟଙ୍କା ଗୌଡ଼ ପ୍ରମୁଖ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l

ଗଞ୍ଜାମ ରୁ ଭବାନୀ ଶଙ୍କର ପଣ୍ଡା ଙ୍କ ରିପୋର୍ଟ ସମର୍ଥ ନିୟୁଜ୍ ଓଡ଼ିଶା




